ଅର୍ନ୍ତଜାତୀୟ

  • ଆମେରିକାରେ ପୁଣି ଭାରତୀୟ ଛାତ୍ରଙ୍କ ମୃତ୍ଯୁ । ଆମେରିକାର ଇଣ୍ଡିଆନା ସ୍ଥିତ ପର୍ଡୁ ୟୁନିଭରସିଟିରେ ପଢୁଥିବା ଭାରତୀୟ ଛାତ୍ର ନୀଲ ଆଚାର୍ଯ୍ୟଙ୍କ ମୃତ୍ୟୁ ହୋଇଥିବା ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି। ଦିନକୁ ଦିନ ଭାରତୀୟ ଛାତ୍ରଙ୍କ ପାଇଁ ଅସୁରକ୍ଷିତ ହୋଇପଡୁଛି ଆମେରିକା। …

  • () ବନ୍ୟଜନ୍ତୁ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ଅଧ୍ୟାୟ । ଓଡ଼ିଶାରେ ହେବ ବିଶ୍ବର ପ୍ରଥମ କଳାବାଘ ସଫାରୀ । ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ କଳାବାଘ ସଫାରୀ ପ୍ରତିଷ୍ଠା ହେବ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ …

  • ଆଫଗାନିସ୍ତାନର ବଦସ୍ଖାନ୍ ପ୍ରଦେଶ ଅନ୍ତର୍ଗତ କୁରାନ୍-ମୁଞ୍ଜାନ୍ ଓ ଜିବକ୍ ଜିଲ୍ଲା ନିକଟରେ ଥିବା ତୋପଖାନା ପର୍ବତମାଳାରେ ମୋରକୋର ଗୋଟାଏ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ରିପୋର୍ଟ କରିଛି। ଦୁର୍ଘଟଣାଗ୍ରସ୍ତ ବିମାନଟି ଭାରତୀୟ ଯାତ୍ରୀବାହୀ ବିମାନ ବୋଲି ପୂର୍ବରୁ ଆଫଗାନିସ୍ତାନ ରିପୋର୍ଟ କରିଥିଲା। …

  • ପାକିସ୍ତାନରେ ହାଇ ଆଲର୍ଟ। ଇରାନ ଉପରେ ପାକ ସେନାର କିଲର ଡ୍ରୋନ ଓ ରକେଟ୍ ହମଲା ପରେ ଆଲର୍ଟ ମୋଡରେ ରହିଛି ପାକିସ୍ତାନ ସେନା। ଇରାନରେ ସକ୍ରିୟ ଆତଙ୍କୀ ସଂଗଠନ ଉପରେ ପାକିସ୍ତାନ ଆକ୍ରମଣ କରିଥିବା କହିଛି । ଏହି ଆକ୍ରମଣରେ …

  • () ପଣ୍ୟବାହୀ ଜାହାଜକୁ ଉଦ୍ଧାର କଲା ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନଏସ୍ ବିଶାଖାପାଟନମ। ଆରବ ସାଗରକୁ ସଂଲଗ୍ନ କରୁଥିବା ଗଲ୍ଫ ଅଫ୍ ଏଡେନରେ ଡ୍ରୋନ ଆକ୍ରମଣର ଶିକାର ଏକ ପଣ୍ୟବାହୀ ଜାହାଜକୁ ଉଦ୍ଧାର କରିଛି ଆଇଏନଏସ ବିଶାଖାପାଟନମ । ଗତକାଲି …

  • ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା ଭିତରେ ପାକିସ୍ତାନ ଓ ଇରାନ ମଧ୍ୟରେ ଟକ୍କର । ଇଟାର ଜବାବ ପଥରରେ । ପାକିସ୍ତାନର ବାଲୁଚିସ୍ତାନ ଅନ୍ତର୍ଗତ  ଜୈଶ-ଏ-ଅଦଲର ଶିବିର ଉପରେ ଇରାନ ଆକ୍ରମଣର ଜବାବ ଦେଇଛି ପାକିସ୍ତାନ । ସିସ୍ତାନ-ଓ-ବାଲୁଚିସ୍ତାନ ଅଂଚଳରେ ବାୟୁସେନା ବିମାନ, …

ଏବେର ଖବର