ବିଦ୍ୟାଭାରତୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଜେରା ପାଇଁ କପ୍ତିପଦାରେ ପହଞ୍ଚିଛି ପାରଳାଖେମୁଣ୍ଡି ପୋଲିସର ୪ ଜଣିଆ ଟିମ୍

0
(0)

ଭୁବନେଶ୍ୱର: ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ତଦନ୍ତ ପୁଣି ଥରେ ଜୋରଦାର ହୋଇଛି । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଜେରା ପାଇଁ କପ୍ତିପଦାରେ ପହଞ୍ଚିଛି ପାରଳାଖେମୁଣ୍ଡି ପୋଲିସର ୪ ଜଣିଆ ଟିମ୍ । ସେମାନେ ବିଦ୍ୟାଭାରତୀଙ୍କୁ ପୁଣି ଥରେ ପଚରାଉଚରା କରୁଛନ୍ତି । ସେଦିନ କଣ ଘଟିଥିଲା ଓ କେମିତି ପୋଡ଼ି ହେଲେ ସୌମ୍ୟରଞ୍ଜନ ସେବାବଦରେ ପୂର୍ବରୁ ବିଦ୍ୟାଙ୍କୁ ଜେରା ହୋଇଥିଲା ।

ମିଳିଥିବା ସୂଚନା ଅନୁସାରେ ପୋଲିସ ବିଦ୍ୟାଭାରତୀଙ୍କୁ ସାଙ୍ଗରେ ପାରଳାଖେମୁଣ୍ଡି ଆଣିପାରେ । ଘଟଣାସ୍ଥଳରେ ସିନ୍ ରିକ୍ରିଏସନ୍ କରିପାରେ ଗଜପତି ପୋଲିସ । କାରଣ ସୌମ୍ୟଙ୍କ ଦେହରେ ନିାଁ ଲାଗିବା ଦିନ କ୍ୱାର୍ଟର୍ସରେ ବିଦ୍ୟାଭାରତୀ ଥିଲେ । ସେଦିନ କଣ ଘଟିଥିଲା ? ସୌମ୍ୟ ପୋଡ଼ି ହୋଇ କେଉଁଠି ପଡ଼ିଥିଲେ ?

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

Subscribe to our Newsletter

Leave a Comment