ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2019ରେ ପଞ୍ଚମ ପାଳି ସରକାର ଗଠନ କରିବା ପରେ 20 ଜଣ ବିଧାୟକଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ୍ କରିଥିଲେ। ହେଲେ ଶନିବାର ପୁରୁଣା ମନ୍ତ୍ରିମଣ୍ଡଳ ଭାଙ୍ଗିକରି ସେ ନୂଆ ଗଢ଼ିଛନ୍ତି। ଆଜି ନୂଆ ମନ୍ତ୍ରିମଣ୍ଡଳର 21 ଜଣ…
ABINASH BEHERA
ଗତକାଲି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ମନ୍ତ୍ରିମଣ୍ଡଳ ଭାଙ୍ଗିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ 20 ମନ୍ତ୍ରୀ ନିଜର ଇସ୍ତଫା ପ୍ରଦାନ କରିଥିଲେ। ଯାହାକି ଓଡ଼ିଶା ଇତିହାସରେ ଆଗରୁ କେବେ ବି ଦେଖିବାକୁ ମିଳିନଥିଲା। ଏହାପରେ ଆଜି ନବୀନଙ୍କ…
ବହୁ ପ୍ରତିକ୍ଷିତ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ ଏବେ ଆସିଯାଇଛି। ଏଥିରେ ବିଜେଡି ପ୍ରାର୍ଥୀନୀ ଅଳକା ମହାନ୍ତି ବିଜୟଲାଭ କରିଛନ୍ତି। ନବୀନ ପଟ୍ଟନାୟକ ପ୍ରଚାର ନକରି ବି ବିଜେଡି ପ୍ରାର୍ଥୀନୀ ବହୁ ଭୋଟ୍ ବ୍ୟବଧାନରେ ଜିତିଛନ୍ତି। ଅନ୍ୟପଟେ ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ ଆସିବା ପରେ ପୂର୍ବରୁ ଜିତିବା ନେଇ ଦୃଢ଼ୋକ୍ତି ରଖିଆସିଥିବା କଂଗ୍ରେସର ବରିଷ୍ଠ ନେତା କିଶୋର ପଟେଲଙ୍କୁ ଝଟକା ଲାଗିଛି । ଯଦିଓ ସେ ବିଜେପିକୁ ପଛରେ ପକାଇ 27 ହଜାରରୁ ଉର୍ଦ୍ଧ୍ୱ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନ…
ବ୍ରଜରାଜନଗର ଉପନିର୍ବାଚନରେ ବିଜେପିକୁ ସବୁଠୁ ବଡ଼ ଝଟକା ଲାଗିଛି । ଦଳ କେବଳ ଏଠାରେ ହାରିନାହିଁ ବରଂ ତୃତୀୟ ସ୍ଥାନକୁ ଠେଲି ହୋଇଯାଇଛି । ମାତ୍ର, ଏହାକୁ ସହଜରେ ବିଶ୍ୱାସ କରିପାରିନାହାନ୍ତି ଦଳୀୟ ପ୍ରାର୍ଥୀନୀ ରାଧାରାଣୀ ପଣ୍ଡା । ଏପରିସ୍ଥଳେ ସେ…
ନାରୀମାନଙ୍କୁ ସମ୍ମାନ ନଜଣାଇ କୌଣସି ସମାଜ, ଜାତି, ରାଜ୍ୟ ତଥା ଦେଶର ସର୍ବାଙ୍ଗୀନ ପ୍ରଗତି ଓ ଉନ୍ନତି ହୋଇପାରିନାହିଁ । ଆଜି ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଓ ଜାତୀୟ ମହିଳା ଆୟୋଗ ଦ୍ୱାରା କିଟ୍ ଅଡିଟୋରିୟମ୍ ଠାରେ ଆୟୋଜିତ ଦୁଇଦିନିଆ…
ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଯୋଗେ ୫ଟି ଜିଲ୍ଲାରେ ୫୩୧ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଢେଙ୍କାନାଳ ଜିଲ୍ଲାର ୧୦୫ଟି ହାଇସ୍କୁଲ, ଗଞ୍ଜାମର ୨୩୦ଟି, କନ୍ଧମାଳର ୭୩ଟି, ନବରଙ୍ଗପୁରର ୭୩ଟି ଓ ଅନୁଗୁଳ ଜିଲ୍ଲାର ୫୦ଟି ହାଇସ୍କୁଲ ଲୋକାର୍ପିତ…
ପ୍ରଦେଶ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ଦୁଇଦିନିଆ ଚିନ୍ତନ ଶିବିର ଆଜି ଶେଷ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ତିନି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନିପତି, ମହମ୍ମଦ ମୋକିମ୍ ଓ ରମେଶ ଜେନାଙ୍କୁ ଦେଖିବାକୁ ମିଳିଲାନାହିଁ । ଏହାକୁ ନେଇ ଚର୍ଚ୍ଚା ଲାଗିରହିଥିବା…