ବେଳେବେଳେ ଜୀବନରେ ସମୟ ବାଟ ଦେଖାଏ, ସଂଘର୍ଷ ପ୍ରଗତିର ପଥ ପ୍ରସ୍ତୁତ କରେ । ନୂଆ ଆଶା, ଉନ୍ମେଶ ଆଉ ସ୍ବପ୍ନ ସଫଳତାର ସମ୍ଭାବନାକୁ ଉଜ୍ବଳ କରେ । କେନ୍ଦୁଝରର ଯୁବକଟିଏ ବିଶ୍ବବିଖ୍ୟାତ ହୋଇପାରେ ଆଉ ଓକିଲାତିର ବୃତ୍ତି ବ୍ୟବସାୟରେ ବଦଳିଯାଏ…
Interview Times
କଟକ ଐତିହାସିକ ବାଲିଯାତ୍ରାର ଆଜି ଶେଷ ସଂଧ୍ୟା। ଆଠ ନଅ ଦିନ ହେବ ତଳ ଓ ଉପର ବାଲିଯାତ୍ରାରେ ଖଚାଖଚ୍ ଭିଡ ଦେଖିବାକୁ ମିଳୁଛି ।କିଣାକିଣି ସାଙ୍ଗ କୁ ନୂଆ ନୂଆ ଜିନିଷ ବାଛି ଘରକୁ ନେଉଛନ୍ତି ଲୋକେ । ତେବେ…
ବଢିଲା ସୁନା ଦର । ଘରୋଇ ବଜାରରେ ସୁନା ଦର ୧୦ ଗ୍ରାମ ପ୍ରତି ୬୪ ହଜାର ପାର୍ କରିଛି । ଯାହା ୬ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରରେ ସୁନା ଦର ବଢୁଥିବାରୁ ଘରୋଇ ବଜାରରେ…
ଆନ୍ଧ୍ରପ୍ରଦେଶର ନିକଟବର୍ତ୍ତୀ ହେଉଛି ବାତ୍ୟା । ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଉପକୂଳ ମୁହାଁ ଅଗ୍ରସର ହେଉଛି ବାତ୍ୟା । ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ୧୦୦ କିଲୋମିଟର ବା ସର୍ବାଧିକ ୧୧୦ କିଲୋମିଟର…
ଆଜି ପ୍ରଥମା ଅଷ୍ଟମୀ । ମାର୍ଗଶୀର ମାସର କୃଷ୍ଣପକ୍ଷ ଅଷ୍ଟମୀ ଓଡ଼ିଶାର ଏକ ପ୍ରମୁଖ ପର୍ବ । ପରିବାରର ଜ୍ୟେଷ୍ଠ ସନ୍ତାନର ଦୀର୍ଘାୟୁ କାମନା କରି ଷଷ୍ଠୀ ଦେବୀଙ୍କର ପୂଜା କରାଯାଇଛି । ଘରେ ଘରେ ଏଣ୍ଡୁରି ପିଠା କରି ଷଷ୍ଠୀ…
ତାମିଲନାଡୁରେ ବାତ୍ୟା ମିଗଜୋମର ତାଣ୍ଡବ। ପ୍ରବଳ ବର୍ଷା ଓ ପବନରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଜଳାର୍ଣ୍ଣବ ହୋଇପଡିଛି ଚେନ୍ନାଇ ସହର । ଏକାଧିକ ରାସ୍ତାରେ ଚାଲିଛି ପାଣିର ସୁଅ । ଭାସୁଛି ଓ ବାଇକ । ପାଣିରେ…
ତେଲେଙ୍ଗାନାରେ ବାୟୁସେନା ବିମାନ ଦୁର୍ଘଟଣା । ଏଥିରେ ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଛି । ମେଡକ ଜିଲ୍ଲାର ତୁପ୍ରାନ ଅଞ୍ଚଳର ରାବେଲି ନିକଟରେ ଭାରତୀୟ ବାୟୁସେନାର ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ସମ୍ପୁର୍ଣ୍ଣ ପୋଡି…
ଭୀଷଣ ବାତ୍ୟାରେ ପରିଣତ ହେଲା ମିଗଜୋମ । ବଙ୍ଗୋପସାଗରରେ ଭୀଷଣ ବାତ୍ୟାରେ ପରିଣତ ହେଲା ମିଗଜୋମ । ଦକ୍ଷିଣ ଆନ୍ଧ୍ରପ୍ରଦେଶ ପାର୍ଶ୍ବବର୍ତ୍ତୀ ଉତ୍ତର ତାମିଲନାଡୁ ଉପକୂଳରେ ଅଛି ବାତ୍ୟା । ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୮ କିଲୋମିଟର ବେଗରେ…