ଓଡ଼ିଶାର ଅନନ୍ୟ ଶକ୍ତିପୀଠ ଜତଗସିଂପୁର ଝଙ୍କଡ଼ର ମା’ ଶାରଳାଙ୍କ ପୀଠର ହେବ ନବକଳେବର । ୫ଟି ମନ୍ଦିର ରୂପାନ୍ତରିକରଣ ପ୍ରକ୍ରିୟାରେ ଶାରଳା ମନ୍ଦିରକୁ ସାମିଲ୍ କରାଯାଇଥିବା ବେଳେ ଏହାର ମାଷ୍ଟରପ୍ଲାନ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପରେ ମୋଟ ୪୨ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ବର୍ଷକରେ ନିର୍ମାଣ ...
ବିଶିଷ୍ଟ ଭାଷାବିତ୍, ସୁସାହିତ୍ୟିକ, ନାଟ୍ୟକାର, ଜଗନ୍ନାଥ ସଂସ୍କୃତି ଗବେଷକ ତଥା ଲୋକପ୍ରିୟ ଭାଷ୍ୟକାର ଭାବେ ଓଡ଼ିଶାର ପୁରପଲ୍ଲୀରେ ପରିଚିତ ପଦ୍ମଶ୍ରୀ ଡ. ରଜତ କୁମାର କରଙ୍କର ଆଜି ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ହୃଦଘାତରେ ପିଡ଼ିତ ହେବାପରେ ତାଙ୍କୁ ଆଜି ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ପରିବାର ଲୋକେ ଭର୍ତ୍ତି କରିଥିଲେ ...
କଣ୍ଟିଲୋ ନୀଳମାଧବ ପୀଠର ପାରିପାର୍ଶ୍ୱିକ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନ୍ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭକରିଛି । ଏଥିନିମନ୍ତେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୧୮ ମାସ ମଧ୍ୟରେ କାମ ଶେଷ ହେବ । ସମ୍ୱନ୍ୱିତ ଐତିହ୍ୟ ଓ କୀର୍ତ୍ତିରାଜି ବିକାଶ ଯୋଜନାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ...
ୟୁପିର ରାଜଧାନୀ ଲକ୍ଷ୍ନୌ ଏହାର ପୁରୁଣା, କାରୁକାର୍ଯ୍ୟପୂର୍ଣ୍ଣ ଅଟ୍ଟାଳିକା ପାଇଁ ପରିଚିତ । ଏହା ସହିତ, ଏଠାରେ ଥିବା ଅନେକ ମନ୍ଦିର ମଧ୍ୟ ଲୋକଙ୍କ ଆକର୍ଷଣର କେନ୍ଦ୍ର ଅଟେ । ସାଧାରଣତଃ ଲୋକମାନେ ଶାନ୍ତି ପାଇବା ପାଇଁ ମନ୍ଦିରକୁ ଯାଆନ୍ତି, କିନ୍ତୁ ଲକ୍ଷ୍ନୌରେ ଅବସ୍ଥିତ ମନ୍ଦିରଗୁଡିକରେ ଏକ ମନ୍ଦିର ଅଛି ଯେଉଁଠାରେ କୌଣସି ଶୁଭ କାର୍ଯ୍ୟ ...
ଦେବ ଦେବ ମହାଦେବ । ମହାଦେବଙ୍କୁ ପ୍ରସନ୍ନ କରିବା ସହଜ ନୁହେଁ । ତାଙ୍କ ଆଶୀର୍ବାଦ ମିଳିଲେ ସୁଖଶାନ୍ତିରେ ଦିନ କଟେ। ହେଲେ ସେ ରାଗିଲେ ପ୍ରଳୟ କରନ୍ତି । ଏପରି କିଛି କାମ ଅଛି, ଯେଉଁଥିରେ ଭଗବାନ ଶିବ ଅସନ୍ତୁଷ୍ଟ ହେବା ସହ କୋପ କରନ୍ତି। ଏହାଦ୍ଵାରା ବ୍ୟକ୍ତିର ସୁଖଶାନ୍ତି ଦୂରେଇଯାଇ ଅନିଷ୍ଠ ହୁଏ ...
ହିନ୍ଦୁ ସଂସ୍କୃତିରେ ତୁଳସୀର ମାହାତ୍ମ୍ୟ ଅନେକ । ହିନ୍ଦୁ ଧର୍ମର ପୂଜା ପାଠ ଏବଂ ମାଙ୍ଗଳିକ କାର୍ଯ୍ୟରେ ତୁଳସୀ ଗଛର ବିଶେଷ ମହତ୍ତ୍ବ ରହିଥାଏ। ଭଗବାନ ଶ୍ରୀ ନାରାୟଣଙ୍କ ପ୍ରିୟ ହୋଇଥିବା କାରଣରୁ ମାଆ ତୁଳସୀଙ୍କ ବିନା ଭଗବାନ କୌଣସି ପ୍ରସାଦ ସେବନ କରନ୍ତି ନାହିଁ ବୋଲି ଶାସ୍ତ୍ରରେ ରହିଛି । ତେବେ ଭାବିଛନ୍ତି ତୁଳସୀ ଭଗବାନ ...
ସୃଷ୍ଟିକର୍ତ୍ତା ବ୍ରହ୍ମା, ପାଳନକର୍ତା ବିଷ୍ଣୁ ଓ ସଂହାରକର୍ତା ମହାଦେବ । ପୁରାଣରେ ଭଗବାନଙ୍କୁ ତିନୋଟି ସ୍ୱରୂପକୁ ବର୍ଣ୍ଣନା କରାଯାଇଛି। ଏହିଗୁଡିକ ହେଲା ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର ବିଷ୍ଣୁଙ୍କ ଆକ୍ଷରିକ ଅର୍ଥ ହେଉଛି ଯାହା ସବୁରେ ବ୍ୟାପ୍ତ ତାହାହିଁ ବିଷ୍ଣୁ। ବିଷ୍ଣୁଙ୍କ ସ୍ୱରୂପ ଚତୁର୍ଭୁଜ ଅଟେ। ତାଙ୍କର ଦୁଇ ହାତରେ ଶଙ୍ଖ ଓ ପଦ୍ମଫୁଲ ଶୋଭିତ ...
ଭୁବନେଶ୍ୱର ୨୦ା୧୦: କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ବିଶେଷ ପର୍ବ । ଏହା କୁମାରୋତ୍ସବ ବା କୋଜାଗର ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବଟି ପାଳିତ ହୁଏ । ଏହି ପୂର୍ଣ୍ଣିମା ଶରତ ଋତୁରେ ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ...