୩ ବର୍ଷ ବଢିଲା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଶକ୍ତିକାନ୍ତଙ୍କ କାର୍ଯ୍ୟକାଳ ୨୦୨୧ ମସିହା ଡିସେମ୍ବର ୧୦ ରୁ ୨୦୨୪ ଡିସେମ୍ବରକୁ ବଢାଇ ଦିଆଯାଇଛି । ୨୦୧୮ ଡିସେମ୍ବର ୧୨ରୁ ଆରବିଆଇ ଗଭର୍ଣ୍ଣର ଭାବେ ଦାୟିତ୍ବ ତୁଲାଇଛନ୍ତି ଶ୍ରୀ ଦାସ। ଶ୍ରୀ ଦାସ ପୂର୍ବରୁ ଅର୍ଥ ...
ୱାଶିଂଟନ,୫ ।୧୦: ଫେସବୁକର ସର୍ଭର ଅଚାନକ ଡାଉନ ଯୋଗୁଁ ଏହାର କୋ ଫାଉଣ୍ଡର ଓ ସିଇଓ ମାର୍କ ଜୁକରବର୍ଗଙ୍କୁ ବ୍ୟକ୍ତିଗତ ଭାବେ ବହୁ କ୍ଷତି ସହିବାକୁ ପଡିଛି । ଦୀର୍ଘ ୬ ଘଣ୍ଟା ଧରି ତିନିଟି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକ୍, ଇନଷ୍ଟାଗ୍ରାମ ଓ ହ୍ୱାଟସଆପର ସର୍ଭର ହଠାତ୍ ଡାଉନ ହୋଇଯିବାରୁ ସାରା ବିଶ୍ୱରେ ହଇଚଇ ...
ଜିଏସ୍ଟି ପ୍ରଚଳନ ହେବା ପରଠାରୁ ଚଳିତ ଆର୍ଥିକ ବର୍ଷ (୨୦୨୧-୨୨) ଅପ୍ରେଲ ମାସରେ ଓଡ଼ିଶା ୧୧୨୬.୬୭ କୋଟି ଟଙ୍କାର ରାଜ୍ୟ ଜିଏସ୍ଟି ସଂଗ୍ରହ କରି ଏକ ସର୍ବକାଳୀନ ରେକର୍ଡ ସୃଷ୍ଟି କରିପାରିଛି । ୨୦୧୯ ମସିହା ଏହି ସମୟରେ ରାଜ୍ୟ ଜିଏସ୍ଟି ସଂଗ୍ରହ ପରିମାଣ ୯୨୭.୬୦ କୋଟି ଟଙ୍କା ଥିବାବେଳେ ୨୦୨୦ ମସିହା ଅପ୍ରେଲ ମାସରେ ...
ସମାଜର ଦୁର୍ବଳ ଏବଂ ଆର୍ଥିକ ଅନଗ୍ରସର ବର୍ଗଙ୍କୁ ଋଣ ଯୋଗାଣ ଉପରେ ଗୁରୁତ୍ୱାରୋପ ୧୬୨ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ଆର୍ଥିକସ୍ଥିତି ବର୍ତ୍ତମାନ ଅଭିବୃଦ୍ଧି ଆଡ଼କୁ ଗତି କରୁଥିବାବେଳେ ବ୍ୟାଙ୍କଗୁଡ଼ିକ ଋଣଯୋଗାଣ କ୍ଷେତ୍ରରେ ଆଗେଇ ଆସି ସମାଜର ଦୁର୍ବଳ ଏବଂ ଆର୍ଥିକ ଅନଗ୍ରସର ବର୍ଗଙ୍କୁ ସହାୟତା ...
ନୂଆଦିଲ୍ଲୀ, ୨୯/୧: ଆଜିଠୁ ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଆର୍ଥିକ ସର୍ବେକ୍ଷେଣ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଆର୍ଥିକ ସର୍ବେକ୍ଷେଣରେ ଆର୍ଥିକ ବର୍ଷ ୨୦୨୧-୨୦୨୨ ପାଇଁ ଆର୍ଥିକ ଅଭିବୃଦ୍ଧିହାର ୧୧ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଇଛି। ଆର୍ଥିକ ବର୍ଷ ୨୦୨୦-୨୧ରେ ଆର୍ଥିକ ଅଭିବୃଦ୍ଧିହାର ବିଯୁକ୍ତ ୭.୭ ପ୍ରତିଶତ ...
ନୂଆଦିଲ୍ଲୀ, ୨୫/୧: ନିକଟ ଭବିଷ୍ୟତରେ ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍ ଅଚଳ ହେବନି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍ବିଆଇ) ଟ୍ବିଟ୍ କରି ସ୍ପଶ୍ଟ କରିଛି। ଖୁବ୍ ଶୀଘ୍ର ପୁରୁଣା ୫, ୧୦ ଓ ୧୦୦ ଟଙ୍କାର ନୋଟ୍କୁ ବଜାରରୁ ପ୍ରତ୍ୟାହାର କରିବାକୁ ଆର୍ବିଆଇ ଚିନ୍ତା କରୁଥିବା ଜଣାପଡ଼ିଛି ବୋଲି ନିକଟରେ ଗଣମାଧ୍ୟମରେ ...
ରାଜ୍ୟ ତରଫରୁ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ବିଭିନ୍ନ ଦାବି ଉପସ୍ଥାପିତ କେନ୍ଦ୍ର ଅର୍ଥମନ୍ତ୍ରୀ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀମାନଙ୍କ ସହିତ ପ୍ରାକ୍ ବଜେଟ୍ ଆଲୋଚନା କରିଥିଲେ । ଏଥିରେ ଓଡ଼ିଶାର ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଅଂଶଗ୍ରହଣ କରି ରାଜ୍ୟ ତରଫରୁ କେତେକ ଦାବି ଉପସ୍ଥାପନ କରିଛନ୍ତି । ସେଥି ମଧ୍ୟରୁ କେତେକ ପ୍ରମୁଖ ...
ଆମାଜନର ଫାଉଣ୍ଡର ତଥା ସିଇଓ ଜେଫ୍ ବେଜୋସଙ୍କୁ ପଛରେ ପକାଇ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ପାଲଟିଲେ ଏଲନ ମସ୍କ । ଏଲନ୍ ମସ୍କଙ୍କ ସମୁଦାୟ ନେଟୱର୍ଥ ୧୮୫ ଅରବ ଡଲାର ଆକଳନ କରାଯାଇଛି । ଅନ୍ୟପଟେ ଆମାଜନ ମୁଖ୍ଯ ଜେଫ୍ ବେଜୋସଙ୍କ ସମୁଦାୟ ନେଟୱର୍ଥ ୧୮୪ ଅରବ ଡଲାର ରହିଛି । ତେବେ ତାଙ୍କୁ ...