ରୁଷ ଓ ୟୁକ୍ରେନ୍ ମଧ୍ୟରେ ଆଜକୁ ୧୨୪ ଦିନ ହେଲା ଯୁଦ୍ଧ ଲାଗିରହିଛି । ଏହା ଥମିବା ନାଁ ଧରୁନାହିଁ କିମ୍ବା କୌଣସି ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚୁନାହିଁ । ଏଭଳି ସ୍ଥିତିରେ ୟୁକ୍ରେନ୍କୁ ଆମେରିକା ନୂଆ ‘ମଧ୍ୟମରୁ ଦୂରଗାମୀ ଭୂପୃଷ୍ଠରୁ ଆକାଶ ମାର୍ଗକୁ ଆକ୍ରମଣ କରାଯାଉଥିବା ଏୟାର ମିସାଇଲ ବ୍ୟବସ୍ଥା’ ଯୋଗାଇବା ପାଇଁ ଯୋଜନା କରୁଛି ...
ରୋମ ଗସ୍ତ ଅବସରରେ ପୋପଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଟାଲି, ଗ୍ରୀସ୍ ସମେତ ୟୁରୋପରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ଭେଟି ରାଜ୍ୟର ବିକାଶରେ ସହଯୋଗର ଆହ୍ବାନ ଦେବେ ମୁଖ୍ୟମନ୍ତ୍ରୀ । ରାଜ୍ୟର ସଂସ୍କୃତି ଓ କଳାର ବିକାଶରେ ସେମାନଙ୍କ ଅବଦାନ ନେଇ ଆଲୋଚନା କରିବେ । ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପଙ୍କୁ ସାକ୍ଷାତ ...
ଡେଲାୱେର୍ ରାଜ୍ୟରେ ସାଇକେଲ ଚଳାଇବା ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଖସିପଡିଥିଲେ। ତେବେ ଏହି ଦୁର୍ଘଟଣାରେ ସେ କୌଣସି ଆଘାତ ପାଇନାହାଁନ୍ତି ଏବଂ ଭଲ ଅଛନ୍ତି। ତାଙ୍କ ସହ ଥିବା ସୁରକ୍ଷା କର୍ମୀମାନେ ତାଙ୍କୁ ଉଠିବାରେ ସାହାଯ୍ୟ କରିଥିଲେ। ବାସ୍ତବରେ ତାଙ୍କ ବାଇକ୍ ଜୋତା ସାଇକେଲର ପେଡାଲରେ ଅଟକି ଯାଇଥିଲା, ଯାହା ଦ୍ୱାରା ବାଇଡେନ ...
ଝିଅର ସମସ୍ୟା ପାଇଁ ୪୯ ବର୍ଷରେ ମାଆ ହୋଇଛନ୍ତି ଜଣେ ମହିଳା। ଝିଅର ଛୁଆକୁ ନିଜ ଗର୍ଭରେ ଧାୁରଣ କରି ସୃଷ୍ଟି କରିଛନ୍ତି ଉଦାହରଣ। ଘଟଣାଟି ଆମେରିକାର। ଏଠାକାର ଜଣେ ୨୫ ବର୍ଷୀୟା ଯୁବତୀ ମାଆ ହେବାକୁ ଚାହିଁ ମଧ୍ୟ ତାଙ୍କ ଗର୍ଭାଶୟରେ ଥିବା ସମସ୍ୟା ହେତୁ ମାଆ ହୋଇ ପାରୁନଥିଲେ। ଏଥିପାଇଁ ସେ ଖୁବ୍ ଚିନ୍ତିତ ...
ୟୁକ୍ରେନ୍ର ସେଭେରୋଡୋନେସ୍କ ସହରକୁ କବ୍ଜା କରିବା ଲାଗି ଜୋରଦାର ଚେଷ୍ଟା ଚଳାଇଛି ରୁଷ ସେନା । ଏଥିପାଇଁ ଜୋରଦାର ଆକ୍ରମଣ କରାଯାଉଛି । ଏମିତି କି ଲୋକଙ୍କୁ ବାହାରକୁ ଯିବା ପାଇଁ ଅନୁମତି ମିଳୁନାହିଁ । ଫଳରେ ଏଠାରେ ଏବେ ପାଖାପାଖି ୧୦,୦୦୦ ଲୋକ ଫସିରହିଛନ୍ତି । ସହର ମଧ୍ୟକୁ କୌଣସି ଅତ୍ୟାବଶ୍ୟକ ସାମଗ୍ରୀ ବି ...
ୟୁକେର ମଙ୍କିପକ୍ସ ନାମକ ଏକ ରୋଗ ଏବ ଚିନ୍ତାଜନକ ବିଷୟ ପାଲଟିଛି । ସର୍ବଶେଷ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡରେ 7 ଜଣ ଏବଂ ଆମେରିକାରେ ଜଣେ ରୋଗୀ ଅଛନ୍ତି। ଏହା ପଶୁମାନଙ୍କ ଦ୍ୱାରା ବ୍ୟାପିଥିବା ଏକ ରୋଗ । ଏହା ସାଧାରଣତ ବର୍ଷା ଜଙ୍ଗଲରୁ ଆରମ୍ଭ ହୁଏ, ଯେଉଁଠାରୁ ଏହା ପଶୁମାନଙ୍କ ଦ୍ୱାରା ...
ପୁଣି ବିବାହ କରିବେ ବିଲ୍ ଗେଟ, ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟସଙ୍କ ମନରେ ଏବେବି ପୂର୍ବତନ ପତ୍ନୀ ମେଲିଣ୍ଡା ରହିଛନ୍ତି । ବିବାହ ବିଚ୍ଛେଦ ପରେ ବି ସେ ମେଲିଣ୍ଡାଙ୍କୁ ପସନ୍ଦ କରିବେ ବୋଲି କହିଛନ୍ତି । ସଣ୍ଡେ ଟାଇମ୍ସକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ମେଲିଣ୍ଡାଙ୍କ ସହ ଏକ ସୁଖଦ ବିବାହ ହୋଇଥିଲା ...
ଟେସଲା ସିଇଓ ଏଲନ୍ ମସ୍କ ଟ୍ୱିଟରର ନୂତନ ମାଲିକ ହୋଇଛନ୍ତି। ଏହି ମାଇକ୍ରୋ ବ୍ଲଗିଂ ସାଇଟ୍ କିଣିବା ପାଇଁ ମସ୍କ 44 ବିଲିୟନ ଡ଼ଲାର୍ ଅର୍ଥାତ୍ 3,368 ବିଲିୟନ ଟଙ୍କା ଚୁକ୍ତି କରିଛି |ଟ୍ୱିଟରର ଇଣ୍ଡିପେଣ୍ଡେଣ୍ଟ ବୋର୍ଡର ଚେୟାରମ୍ୟାନ୍ ବ୍ରେଟ୍ ଟେଲର ଭାରତୀୟ ସମୟ ରାତି 12.24 ରେ ଏକ ପ୍ରେସ ବିଜ୍ଞପ୍ତିରେ ମସ୍କଙ୍କ ...