ଭାଗ୍ୟ କେତେବେଳେ କାହାର ବଦଳିଯିବ ସେକଥା କେବି କହିପାରିବେ ନାହିଁ। କୁହାଯାଏ, ଯେତେବେଳେ ଭଗବାନ ଦିଅନ୍ତି ଛପର ଫାଡି ଦିଅନ୍ତି। ସେଭଳି କିଛି ହୋଇଛି ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ। ଦିନେ କବର ଖୋଳୁଥିଲେ ଆଜି ସେ କୋଟିପତି। ବ୍ୟକ୍ତି ଜଣକ ଲଟେରିରୁ…
ଅର୍ନ୍ତଜାତୀୟ
ଆଜି ୪୭ ବର୍ଷୀୟା ଲିଜ୍ ଟ୍ରସ୍ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ତାଙ୍କୁ ଶପଥପାଠ କରାଇବେ ରାଣୀ ଏଲିଜାବେଥ-୨ । ଦୁଇମାସ ଧରି ଚାଲିଥିବା ନିର୍ବାଚନରେ ଋଷିଙ୍କ ସହ ତାଙ୍କତର କଡ୍ଡା ଟକ୍କର ହୋଇଥିଲା । ଭାରତୀୟ…
ଭାରତୀୟ ବଂଶୋଦ୍ଭବ ରିଷି ସୁନକଙ୍କୁ ପଛରେ ପକାଇ ଲିଜ୍ ଟ୍ରସ୍ ହେଲେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ
ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଲିଜ୍ ଟ୍ରସ୍। ଭାରତୀୟ ବଂଶୋଦ୍ଭବ ରିଷି ସୁନକଙ୍କୁ ପଛରେ ପକାଇ ଲିଜ୍ ଟ୍ରସ୍ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି। ଲିଜ୍ ଟ୍ରସ୍ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ବୋରିସ୍ ଜନସନଙ୍କ ସ୍ଥାନ ନେବେ।…
ଆଫଗାନିସ୍ତାନର ରାଜଧାନୀ କାବୁଲ ବିସ୍ଫୋରଣରେ ଥରିଛି । କାବୁଲରେ ଥିବା ଋଷ ଦୂତାବାସ କାର୍ଯ୍ୟାଳୟକୁ ଏହି ବିସ୍ଫରୋକ ଫିଙ୍ଗା ଯାଇଥିଲା । ଋଷ ଡିପ୍ଲୋମାଟିକ ମିଶନ କାର୍ଯ୍ୟାଳୟ ନିକଟରେ ହୋଇଥିବା ଆକ୍ରମଣରେ ଦୁଇଜଣ ନାଗରିକ ପ୍ରାଣ ହରାଇଥିବା ମସ୍କୋ ପକ୍ଷରୁ ସ୍ପଷ୍ଟ…
ୟୁଏଇରେ ପାକିସ୍ତାନ ଫୁଡ୍ ଡେଲିଭରୀ ବୟଙ୍କୁ ପ୍ରଶଂସା। ଅନେକଙ୍କ ପାଇଁ ସେ ଏବେ ଆଦର୍ଶ। ତାଙ୍କ ମାନବିକତାର କାର୍ଯ୍ୟକୁ ଲୋକେ କଲେ ତାରିଫ୍। ସୋସିଆଲ ମିଡିଆରେ ତାଙ୍କର ଏକ ଭିଡ଼ିଓ ଭାଇରାଲ୍ ହେବା ପରେ ଚର୍ଚ୍ଚାରେ ପାକିସ୍ତାନର ଯୁବକ। ଯୁବକ ଜଣଙ୍କ…
ଆନ୍ତର୍ଜାତିକ ବଜାରରେ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଥିବା ରୁଷ୍ର ଅଶୋଧିତ ତେଲ କିଣିବା ବଢ଼ାଇବା ଲାଗି ଭାରତ ଏକ ନୂଆ ରାସ୍ତା ବାହାର କରିଛନ୍ତି। ରୁଷ୍ର ବଡ଼ ସଂସ୍ଥାଗୁଡ଼ିକ ସହିତ ବୁଝାମଣା କରି କଠିନ ଉପାୟରେ ତେଲ ଆଣିବା ବଦଳରେ ବହୁ…
ବୁଧବାର ସନ୍ଧ୍ୟାରେ ଅଷ୍ଟ୍ରେଲିଆର ଉତ୍ତରାଞ୍ଚଳ ଭିକ୍ଟୋରୀୟ ନଗରୀ ମଲ୍ଡ୍ୟୁରର ଆକାଶ ଗୋଟାଏ ବିଚିତ୍ର ଗୋଲାପୀ ରଙ୍ଗରେ ଉଦ୍ଭାସିତ ହେବାରୁ ଲୋକେ ଆନନ୍ଦରେ ଆଚମ୍ବିତ ହୋଇଯାଇଥିଲେ। ମେଘାଚ୍ଛନ୍ନ ଆକାଶ କିପରି ଉଜ୍ଜ୍ବଳ ଗୋଲାପୀ ଆଭାରେ ଝଲସି ଉଠିଥିଲା ତା’ର କେତେଗୁଡ଼ିଏ ଫଟୋ ସାମାଜିକ…
ସ୍ୱାଧୀନତା ପରଠାରୁ ଶ୍ରୀଲଙ୍କା ପ୍ରଥମ ଥର ପାଇଁ ଏତେ ବଡ଼ ସଙ୍କଟ ଦେଇ ଗତି କରୁଛି। ବିଦେଶୀ ଋଣ ପରିଶୋଧ କରିବା ପାଇଁ ଦେଶକୁ ଏହାର ସମୟସୀମା ଅତିକ୍ରମ କରିଛି ଏବଂ ବର୍ତ୍ତମାନ ପ୍ରଥମ ଥର ପାଇଁ ଦେବାଳିଆ ଘୋଷିତ ହୋଇଛି।…