ଭୁବନେଶ୍ୱର : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଉପରେ ଶିବସେନା ନିଜର ବଡ ବୟାନ ପ୍ରକାଶ କରିଛି। ସୋମବାର ଦିନ ରାଷ୍ଟ୍ରପତି ନିର୍ବାଚନ ପରିସ୍ଥିତିକୁ ବିହାର ବିଧାନସଭା ନିର୍ବାଚନ ସହ ତୁଳନା କରି ଶିବସେନା ପକ୍ଷରୁ କୁହାଯାଇଛି ଯେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ…
ଅର୍ନ୍ତଜାତୀୟ
ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ନେଇ ସାରା ବିଶ୍ୱ ଚର୍ଚ୍ଚା କରୁଛି । ଠିକ ଏତିକି ବେଳେ ଆସିଛି ଆଉ ଏକ ରୋଚକ ଖବର । ଆଉ ଏହି ଖବର ଆମେରିକା ଉପରାଷ୍ଟ୍ରପତିଙ୍କୁ ନେଇ ଆସିଛି । ରାଷ୍ଟ୍ରପତି ବାଇଡେନଙ୍କ ସହ ଉପରାଷ୍ଟ୍ରପତି…
ମୁଁ ଦେଶକୁ ଭାଙ୍ଗିବା ପାଇଁ ନୂହେଁ, ବରଂ ଯୋଡିବା ପାଇଁ ରାଷ୍ଟ୍ରପତି ହୋଇଛି – ଜୋ ବିଡେନ୍
ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କଡା ମୁକାବିଲା ପରେ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବିଡେନ୍ ଐତିହାସିକ ବିଜୟ ଲାଭ କରିଛନ୍ତି । ନିଜ ବିଜୟ ସ୍ପଷ୍ଟ ହେବା ପରେ ଜୋ ବିଡେନ୍ ପ୍ରଥମ ଥର ପାଇଁ ଦେଶ ବାସୀଙ୍କୁ ସମ୍ୱୋଧନ କରିଛନ୍ତି ।…
ଶେଷ ହେଲା ଟ୍ରମ୍ପ ଯୁଗ, ଆରମ୍ଭ ହେଲା ବିଡେନ୍ ଯୁଗ, ଆମେରିକାର 46 ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଜୋ ବିଡେନ୍
ଜୋ ବିଡେନ ଆମେରିକାର ନୂତନ ରାଷ୍ଟ୍ରପତି ହେବେ । ଆମେରିକାରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଗଣନା ଶେଷ ହୋଇଛି। ନ୍ୟୁଜ୍ ଏଜେନ୍ସି ଏପି ଅନୁଯାୟୀ, ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଡେନ(284) ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପଙ୍କୁ(214)ନିର୍ବାଚନରେ ପରାଜିତ କରିଛନ୍ତି…
ମିଳିତ ଜାତିସଂଘରେ ଭାରତର ବଡ କୂଟନୈତିକ ବିଜୟ, ACABQ ର ପରାମର୍ଶଦାତା କମିଟିର ସଦସ୍ୟ ଭାବରେ ନିର୍ବାଚିତ ହେଲେ ବିଦିଶା ମିତ୍ର
ମିଳିତ ଜାତିସଂଘରେ ଭାରତକୁ ଏକ ବଡ଼ ବିଜୟ ମିଳିଛି । ମିଳିତ ଜାତିସଂଘର ପ୍ରଶାସନିକ ଏବଂ ବଜେଟ୍ ସମ୍ବନ୍ଧୀୟ ପ୍ରଶ୍ନ (ACABQ) ର ପରାମର୍ଶଦାତା କମିଟିର ସଦସ୍ୟ ଭାବରେ ଭାରତୀୟ କୂଟନୀତିଜ୍ଞ ବିଦିଶା ମିତ୍ର ନିର୍ବାଚିତ ହୋଇଛନ୍ତି । ଏହା ସାଧାରଣ…
ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଚାଲିଛି । ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ଡେମୋକ୍ରାଟ ପାର୍ଟିର ପ୍ରାର୍ଥୀ ଜୋ-ବାଇଡେନଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି କିଏ ହେବେ? ଏହା ଉପରେ ସାରା ଦେଶର ନଜର…
ଚୀନ ଓ ପାକିସ୍ତାନକୁ କଡା ଚେତାବନି, ଦେଶବିଦ୍ରୋହୀ କାର୍ଯ୍ୟକୁ ସହ୍ୟ କରାଯିବନି : ସିଡିଏସ୍ ଜେନେରାଲ୍ ବିପିନ ରାୱତ
ଭୁବନେଶ୍ୱର : ଭାରତର ଉଭୟ ପାଶ୍ୱର୍ରେ ଥିବା ପଡୋଶୀ ରାଷ୍ଟ୍ର ଚୀନ ଓ ପାକିସ୍ତାନ ସହ ବିବାଦ ଜାରି ରହିଛି । ବାରମ୍ବାର ଉଭୟ ରାଷ୍ଟ୍ର ସୀମାରେ ବିବାଦ ସୃଷ୍ଟି କରିବା ସହ ଦେଶରେ ଆତଙ୍କ ଖେଳାଇବାର ଷଡଯନ୍ତ୍ର ଜାରି ରଖିଛନ୍ତି…
ମାନବଜଗତର କଲ୍ୟାଣ ପାଇଁ କରୋନା ଜୀବାଣୁ ସଙ୍କଟର ମୁକାବିଲା କରିବାରେ ଭାରତ ସମସ୍ତଙ୍କୁ ସାହାଯ୍ୟ କରିବ – ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା
ଭାରତ ଶୁକ୍ରବାର ଦିନ ବିଭିନ୍ନ ଦେଶକୁ ଆଶ୍ୱସନା ପ୍ରଦାନ କରି କହିଛି ଯେ କରୋନା ଟିକା ଉତ୍ପାଦନ ତଥା ଯୋଗାଣରେ ଏହାର କ୍ଷମତାକୁ ମାନବଜଗତର କଲ୍ୟାଣ ପାଇଁ କରୋନା ଜୀବାଣୁ ସଙ୍କଟ ମୁକାବିଲା କରିବାରେ ସାହାଯ୍ୟ କରିବ । ଭାରତର ବିଭିନ୍ନ ଦେଶର…