ୱାଟସ ଆପର ୱେବ୍ ଭର୍ସନରେ ଲଗ୍ଇନ୍ କରିବା ଏବେ ହେଲା ବହୁତ ସହଜ । ପୂର୍ବରୁ ବ୍ୟବହାରକାରୀମାନେ ୱାଟସ ଆପ ୱେବକୁ ଲଗ୍ଇନ୍ କରିବା ପାଇଁ ନିଜର ଫୋନ୍ ଆବଶ୍ୟକ କରୁଥିଲେ । ଏହା ସହିତ, ଏହା ମଧ୍ୟ ଆବଶ୍ୟକ ଥିଲା ଯେ ନିଜ ଫୋନରେ ଇଣ୍ଟରନେଟ୍ ଚାଲୁଥିବା ଆବଶ୍ୟକ । କିନ୍ତୁ ବର୍ତ୍ତମାନ ୱାଟସ ...
ଭଡୋଦରା ସହରରେ ନିର୍ମିତ ଗୁଜୁରାଟର ପ୍ରଥମ ବିମାନ ରେସ୍ତୋରାଁ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ଆସନ୍ତୁ ଆପଣଙ୍କୁ କହିବା, ଏହା ହେଉଛି ବିଶ୍ୱର ନବମ ବିମାନ ଥିମ୍ ରେସ୍ତୋରାଁ । ସ୍କ୍ରାପ୍ ବିମାନ ବ୍ୟବହାର କରି ନିର୍ମିତ ଭାରତର ଏହା ହେଉଛି ଚତୁର୍ଥ ରେସ୍ତୋରାଁ । ଭଡୋଦରା ବ୍ୟତୀତ ପଞ୍ଜାବର ଲୁଧିଆନା, ହରିୟାଣାର ଅମ୍ବାଲା ଓ ...
ଅଧିକାଂଶ ଲୋକ ନିଜକୁ ଫିଟ୍ ରଖିବା ପାଇଁ ଉଷୁମ ପାଣିରେ ଲେମ୍ବୁ ଏବଂ ମହୁ ମିଶାଇ ପିଇଥାନ୍ତି । ଯାହାଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । କିନ୍ତୁ ଯଦି ଆପଣ ଏହି ମିଶ୍ରଣରେ ଟିକେ ହଳଦୀ ମିଶାଇ ପିଇବା ଆରମ୍ଭ କରିବେ, ତେବେ ଶରୀରର କିଛି ବଡ଼ ବଡ଼ ସମସ୍ୟାର ସମାଧାନ ଖୁବ୍ ସହଜରେ ...
ହିନ୍ଦୁ ଧର୍ମରେ ତୁଳସୀ ପତ୍ରକୁ ପବିତ୍ର ଗଣାଯାଏ। ପ୍ରାୟ ହିନ୍ଦୁ ଲୋକଙ୍କ ଘରେ ତୁଳସୀ ଗଛଟିଏ ରହିଥାଏ। ତୁଳସୀ ଗଛ ଯେତିକି ପବିତ୍ର ସେତିକି ଔଷଧୀୟ ମଧ୍ୟ। ତୁଳସୀ ବିଭିନ୍ନ ପ୍ରକାରର ରହିଛି , ଯେମିତି ଶ୍ଯାମା ତୁଳସୀ , ରାମ ତୁଳସୀ , ବିଷ୍ଣୁ ତୁଳସୀ ଏବଂ ବନ ତୁଳସୀ । ଏହି ସବୁ ...
ମହୁ ବିଶେଷ ଉପକାରୀ ତଥା ବିଭିନ୍ନ ରୋଗର ଉପଶମ ନିମନ୍ତେ ମହୁ ବ୍ୟବହାର କରାଯାଏ । ଏହା ସହ ଅନେକ ଔଷଧୀନ ଗୁଣରେ ଭରପୂର ମହୁ । ତେବେ ମହୁ ବିଷୟରେ ଆମେ ଏଠି ଆପଣଙ୍କୁ କହୁନାହୁଁ, ଆମେ କହୁଛି ଭିନ୍ନ ତଥା ଅଜଣା ମହୁ ବିଷୟରେ । ଆମେ ମିଠା ନୁହେଁ ଖଟା ମହୁ ...
ଝିଅ ବିବାହରେ ବାପା ଖୁସିରେ ଅନେକ କିଛି ଉପହାର ଭେଟି ଦେଇଥାଏ । ବର୍ତ୍ତମାନ ସମୟରେ କାଠ ଜିନିଷ ଠାରୁ ଆରମ୍ଭ କରି ଇଲୋକ୍ଟ୍ରୋନିକ୍ସ ଜିନିଷ, କାର ଆଦି ଉପହାର ସୂତ୍ରରେ ଦେଇଥାନ୍ତି ଝିଅର ବାପା । ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରି ଅଞ୍ଚଳରେ ରହୁଥିବା ବ୍ୟବସାୟୀ ବାଟୁଲା ବଳରାମ କୃଷ୍ଣ ମଧ୍ୟ ତାଙ୍କ ଝିଅକୁ ଦିଆଯାଇଥିବା ଅନନ୍ୟ ...
ଧର: ସୁଆଦିଆ ଆମ୍ବ ପ୍ରାୟ ସମସ୍ତଙ୍କର ପ୍ରିୟ ଫଳ । ବିଭିନ୍ନ କିସମ, ନାମ, ଦାମ ସହ ଭାରତୀୟ ଆମ୍ବର ଚାହିଦା ଦେଶ ବିଦେଶରେ ବେସ୍ ଅଧିକା । ଗତ କିଛି ମାସ ଭିତରେ ଆମ୍ବ ଓ ଆମ୍ବ ଚାଷୀଙ୍କ ରୋଚକ କାହାଣୀ ସାମ୍ନାକୁ ଆସିବାରେ ଲାଗିଛି । କିଛି ଦିନ ତଳେ ଏକ ଖବର ...
ଭୁବନେଶ୍ବର: ଭାରତରେ ଏପରି ଅନେକ ପର୍ଯ୍ୟଟନ ସ୍ଥାନ ଅଛି ଯାହା ରହସ୍ୟରେ ପରିପୂର୍ଣ୍ଣ । ଏହିପରି ଅନନ୍ୟ ସ୍ଥାନ ମଧ୍ୟରୁ ଗୋଟିଏ ହେଉଛି ଦକ୍ଷିଣ ଭାରତର ଏକ ଗ୍ରାମ ଯେଉଁଠାରେ ଭାରତର ଶେଷ ରାସ୍ତା ଅବସ୍ଥିତ । ଆସନ୍ତୁ ଜାଣିବା କେଉଁଠି ରହିଛି ଭାରତର ଶେଷ ରାସ୍ତା । ଭାରତର ଏହି ନଦୀର ଜଳ ଦର୍ପଣ ପରି ...