ଥରେ କଳ୍ପନା କରନ୍ତୁ ଯଦି ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ଗୋଟିଏ ମାସର କାମ ବଦଳରେ ୨୮୬ ମାସର ଦରମା ଆସିଯାଏ, ତେବେ ଆପଣ କଣ କରିବେ। ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟ କର ହିଁ ହେବ। ହେଲେ ଏବେ ଏପରି ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ହଠାତ୍ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ଏତେ ଟଙ୍କା ଆସିଥିଲା ...
ଭାଇ ଭଉଣୀ ପରସ୍ପର ମଧ୍ୟରେ ଝଗଡା କରନ୍ତି। ଦୁହିଁଙ୍କ ମଧ୍ୟରେ ମାଡପିଟା ଚାଲେ। କିନ୍ତୁ ସେହି ଭାଇ ଭଉଣୀ ଆବଶ୍ୟକ ପଡିଲେ ପରସ୍ପରର ଖୁସି ପାଇଁ କରିପାରନ୍ତି ବଡ କାମ। ନିକଟରେ ସେମିତି କିଛି ଘଟିଛି। ଭଉଣୀ ବିବାହରେ ଭାଇ ଦେଇଛନ୍ତି ସୁନ୍ଦର ଉପହାର। ଏମିତି ଉପହାର ବୋଧହୁଏ ସେ କେବେ ପାଇବେ ବୋଲି କଳ୍ପନା ...
କୋାଲକାତାର ଯାଦବପୁର ୟୁନିଭରସିଟିର ଜଣେ ଛାତ୍ର ଫେସ୍ବୁକ୍ରେ ବାର୍ଷିକ ପ୍ୟାକେଜ୍ ୧.୮ କୋଟି ଟଙ୍କାର ଚାକିରି ଅଫର୍ ପାଇ ଏବେ ଚର୍ଚ୍ଚିତ ପାଲଟିଛନ୍ତି। ଫେସ୍ବୁକ୍ ପୂର୍ବରୁ ତାଙ୍କୁ ଗୁଗୁଲ୍ ଓ ଆମାଜନ୍ରୁ ଚାକିରି ଅଫର୍ ମିଳିଥିଲେ ବି ସେ ତାହାକୁ ଗ୍ରହଣ ନକରି ଫେସ୍ବୁକ୍ରେ ଚାକିରି କରିବାର ନିଷ୍ପତ୍ତି ନେଇଥିଲେ। ୟୁନିଭରସିଟିରେ ଚଳିତବର୍ଷ ଯେତେ ଜଣ ...
ବୁଲ୍ ପାଇଟିଂ, ଏକ ଲୋକପ୍ରିୟ ଏବଂ ବିପଦପୂର୍ଣ୍ଣ ପ୍ରତିଯୋଗିତା। ଲୋକଙ୍କ ମନୋରଞ୍ଜନ ପାଇଁ ହେଉଥିବା ଏହି ପ୍ରତିଯୋଗିତାରେ ରୋମାଞ୍ଚ ଭରିକି ଥାଏ। ସ୍ପେନ୍ରେ ଏହି ବୁଲ୍ ଫାଇଟ୍ ପ୍ରତିଯୋଗିତା ଲୋକପ୍ରିୟ। ଏଥିସହ ଅନ୍ୟନ ଦେଶ ମାନଙ୍କରେ ମଧ୍ୟ ଏହି ବୁଲ୍ ଫାଇଟିଂ ପ୍ରତିଯୋଗିତା ହୋଇଥାଏ। ଏହି ପ୍ରତିଯୋଗିତାରେ ପ୍ରତି ବର୍ଷ ଅନେକ ଲୋକେ ଗଭୀର ଆହତ ...
ସ୍ମାର୍ଟଫୋନ୍ ଦୈନନ୍ଦିନ ଜୀବନ ପାଇଁ ଜରୁରୀ ହୋଇଗଲାଣି। ଶିକ୍ଷାଠୁ ଆରମ୍ଭ କରି ବ୍ୟାଙ୍କ, ଫୁଡ୍ ଡଲିଭରୀଠୁ ଆରମ୍ଭ କରି ବିମାନ ଟିକେଟ୍ ସବୁଥିରେ ଆବଶ୍ୟକ ହୁଏ ସ୍ମାର୍ଟଫୋନ୍। ୟେଉଁଥିପାଇଁ ଆଜିକାଲି ଫୋନ୍ ହଜିଗଲେ ଲୋକେ ବ୍ୟତିବ୍ୟସ୍ତ ହୋଇପଡୁଛନ୍ତି। କିନ୍ତୁ ଜଣେ ବ୍ୟକ୍ତିଙ୍କର ଫୋନ୍ ହଜିବାର ୧୦ ବର୍ଷ ପରେ ମିଳିଛି। ସ୍ମାର୍ଟଫୋନ୍ଟି ଅଚଳ ନହୋଇ ଚାଲୁଛି। ଘଟଣାଟି ...
ପଞ୍ଜାବ ସାଙ୍ଗରୁର ଲୋକସଭା ଆସନ ଉପ-ନିର୍ବାଚନରେ ଆପ୍କୁ ଶକ୍ତ ଧକ୍କା ଲାଗିଛି। ଏହି ନିର୍ବାଚନରେ ଆପ୍ ପ୍ରାର୍ଥୀ ଗୁରୁମେଲ ସିଂଙ୍କୁ ଶିରୋମଣି ଅକାଳୀ ଦଳ (ଅମୃତସର) ପ୍ରାର୍ଥୀ ସିମରଞ୍ଜିତ ସିଂ ମାନଙ୍କ ଠାରୁ ପରାଜିତ ହେବାକୁ ପଡ଼ିଛି। ସିମରଞ୍ଜିତ ପ୍ରାୟ ୭୦୦୦ ଭୋଟରେ ଆପ ପ୍ରାର୍ଥୀ ଗୁରୁମେଲ ସିଂଙ୍କୁ ପରାସ୍ତ କରିଛନ୍ତି। ଫଳରେ ଆପ୍ ଏବେ ...
ଦେଶରେ ଏମିତି ଅନେକ ଲୋକପ୍ରିୟ IAS ଅଫିସର ଅଛନ୍ତି। ଯେଉଁମାନେ ଲୋକଙ୍କ ସେବା ପ୍ରତି ବେଶ୍ ତତ୍ପର। ସେମିତି ଜଣେ ବ୍ୟକ୍ତି ହେଲେ ଆଇଏଏସ୍ ଦୀପକ ରାୱତ। ସେ ଯେତେବେଲେ ଫିଲ୍ଡକୁ ବାହାରନ୍ତି ଜଣେ ଅଫିସର ଭାବେ ନୁହେଁ ସାଧାରଣ ଲୋକଙ୍କ ବନ୍ଧୁ ଭାବେ ମିଶନ୍ତି। ଗରିବ ଲୋକଙ୍କ ସହ ମିଶନ୍ତି ସେମାନଙ୍କ ସମସ୍ୟା ନେଇ ...
ପ୍ରେମ ଚିରନ୍ତନ ସାସ୍ବତ। ପ୍ରେମ ଦୁନିଆର ସବୁଠାରୁ ଭଲ ଅନୁଭବ। ପ୍ରମରେ ଉଚ୍ଚ ନିଚର ଭାବ ନଥାଏ। ପରସ୍ପର ସାଥୀ ହୋଇ ସାରା ଜୀବନ ଚାଲିବାର ନିଷ୍ପତ୍ତି ନେଇଥାନ୍ତି ପ୍ରେମୀ ଯୁଗଳ। ହେଲେ ବେଳେ ବେଳେ ଏହି ପ୍ରେମ ପାଲଟିଯାଏ ଅସରନ୍ତି ଦୁଃଖର କାରଣ। ସେମିତି କିଛି ଘଟିଛି ଜଣେ ଯୁବକଙ୍କ କ୍ଷେତ୍ରରେ। ପ୍ରେମିକାକୁ ଦେଖା ...