ଜୁନ୍ ୧୩ ତାରିଖରେ ହେବ ବାଚସ୍ପତି ନିର୍ବାଚନ। ବାଚସ୍ପତି ପଦ ପାଇଁ ଆସନ୍ତା ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରାଯିବ। ଏ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ବାଚସ୍ପତି ନିର୍ବାଚନ ନେଇ ଶୁକ୍ରବାର ଦିନ ପ୍ରାର୍ଥୀପତ୍ର ଦାଖଲ କରାଯିବ । ତେବେ ଶାସକ ଦଳ ପକ୍ଷରୁ କାହାକୁ ବାଚସ୍ପତି ...
ରବିବାର ଲୋକସେବା ଭବନର କନଭେନସନ୍ ହଲରେ ଆୟୋଜିତ ଭବ୍ୟ ସମାରୋହରେ ୨୧ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ମୋଟ ୨୧ଜଣ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଏଥିରେ ୧୩ଜଣ ...
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2019ରେ ପଞ୍ଚମ ପାଳି ସରକାର ଗଠନ କରିବା ପରେ 20 ଜଣ ବିଧାୟକଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ୍ କରିଥିଲେ। ହେଲେ ଶନିବାର ପୁରୁଣା ମନ୍ତ୍ରିମଣ୍ଡଳ ଭାଙ୍ଗିକରି ସେ ନୂଆ ଗଢ଼ିଛନ୍ତି। ଆଜି ନୂଆ ମନ୍ତ୍ରିମଣ୍ଡଳର 21 ଜଣ ସଦସ୍ୟଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପଦ ଓ ଗୋପନୀୟତାର ଶପଥ ପାଠ ...
ଗତକାଲି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ମନ୍ତ୍ରିମଣ୍ଡଳ ଭାଙ୍ଗିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ 20 ମନ୍ତ୍ରୀ ନିଜର ଇସ୍ତଫା ପ୍ରଦାନ କରିଥିଲେ। ଯାହାକି ଓଡ଼ିଶା ଇତିହାସରେ ଆଗରୁ କେବେ ବି ଦେଖିବାକୁ ମିଳିନଥିଲା। ଏହାପରେ ଆଜି ନବୀନଙ୍କ ନୂଆ ମନ୍ତ୍ରୀମାନେ ଶପଥଗ୍ରହଣ କରିଛନ୍ତି। ଏମାନଙ୍କ ମଧ୍ୟରେ 13ଜଣ କ୍ୟାବିନେଟ୍ ମନ୍ତ୍ରୀ ଏବଂ ...
ବହୁ ପ୍ରତିକ୍ଷିତ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ ଏବେ ଆସିଯାଇଛି। ଏଥିରେ ବିଜେଡି ପ୍ରାର୍ଥୀନୀ ଅଳକା ମହାନ୍ତି ବିଜୟଲାଭ କରିଛନ୍ତି। ନବୀନ ପଟ୍ଟନାୟକ ପ୍ରଚାର ନକରି ବି ବିଜେଡି ପ୍ରାର୍ଥୀନୀ ବହୁ ଭୋଟ୍ ବ୍ୟବଧାନରେ ଜିତିଛନ୍ତି। ଅନ୍ୟପଟେ ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାରକୁ ଯାଇ ବି ଦଳ କଂଗ୍ରେସଠୁ ପଛରେ ପଡ଼ିଛି। ଏପରି ସ୍ଥଳେ ...
ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ ଆସିବା ପରେ ପୂର୍ବରୁ ଜିତିବା ନେଇ ଦୃଢ଼ୋକ୍ତି ରଖିଆସିଥିବା କଂଗ୍ରେସର ବରିଷ୍ଠ ନେତା କିଶୋର ପଟେଲଙ୍କୁ ଝଟକା ଲାଗିଛି । ଯଦିଓ ସେ ବିଜେପିକୁ ପଛରେ ପକାଇ 27 ହଜାରରୁ ଉର୍ଦ୍ଧ୍ୱ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଛନ୍ତି, ତଥାପି ବିଜୟୀ ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେବାରେ ସେ ସଫଳ ...
ବ୍ରଜରାଜନଗର ଉପନିର୍ବାଚନରେ ବିଜେପିକୁ ସବୁଠୁ ବଡ଼ ଝଟକା ଲାଗିଛି । ଦଳ କେବଳ ଏଠାରେ ହାରିନାହିଁ ବରଂ ତୃତୀୟ ସ୍ଥାନକୁ ଠେଲି ହୋଇଯାଇଛି । ମାତ୍ର, ଏହାକୁ ସହଜରେ ବିଶ୍ୱାସ କରିପାରିନାହାନ୍ତି ଦଳୀୟ ପ୍ରାର୍ଥୀନୀ ରାଧାରାଣୀ ପଣ୍ଡା । ଏପରିସ୍ଥଳେ ସେ ଇଭିଏମ୍ ଟ୍ୟାମ୍ପରିଂ ଅଭିଯୋଗ ଆଣି ଏହା ଜନାଦେଶ ନୁହେଁ ବରଂ ଯନ୍ତ୍ରାଦେଶ ବୋଲି ...
ପ୍ରଦେଶ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ଦୁଇଦିନିଆ ଚିନ୍ତନ ଶିବିର ଆଜି ଶେଷ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ତିନି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନିପତି, ମହମ୍ମଦ ମୋକିମ୍ ଓ ରମେଶ ଜେନାଙ୍କୁ ଦେଖିବାକୁ ମିଳିଲାନାହିଁ । ଏହାକୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ ଆଜି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ଅସୁସ୍ଥତା ଯୋଗୁଁ ବୈଠକକୁ ଯାଇପାରିନଥିବା ...