ଭୁବନେଶ୍ୱର, ତା.୧୮.୧୧.୨୦୨୦ :ବାଲେଶ୍ୱର ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ବିଧାୟକ ସ୍ୱରୂପ କୁମାର ଦାଶ ଏବଂ ତିତ୍ତୋଲ ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ବିଧାୟକ ବିଜୟ ଶଙ୍କର ଦାସ ଆଜି ବିଧାୟକ ରୂପେ ଶପଥପାଠ କରିଛନ୍ତି । ମାନ୍ୟବର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଏହି ନବନିର୍ବାଚିତ…
ରାଜନୀତି
ମୁମ୍ବାଇ ୧୭/୧୧: ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି(ବିଜେପି)କୁ ଗୋଟିଏ ପରେ ଗୋଟିଏ ଝଟ୍କା ଲାଗିଚଳିଛି। ପୂର୍ବରୁ ଦଳର ବରିଷ୍ଠ ନେତା ଏକନାଥ ଖଡ୍ସେ ଦଳରୁ ଇସ୍ତଫା ଦେଇଥିବା ବେଳେ ବର୍ତମାନ ଆଉ ଜଣେ ବରିଷ୍ଠ ନେତା ଦଳ ଛାଡିଛନ୍ତି। ତେବେ ଜୟସିଂଗରାଓଙ୍କ…
କ୍ରମାଗତ ଚତୁର୍ଥ ଥର ପାଇଁ କ୍ଷମତାରେ ଆସିଲା ଜେଡିୟୁ, ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତୀଶ କୁମାର, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ପାଟନା ୧୬/୧୧: ଜନତା ଦଳ-ୟୁନାଇଟେଡର ଅଧ୍ୟକ୍ଷ ନୀତୀଶ କୁମାର ସୋମବାର ସନ୍ଧ୍ୟାରେ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହାକୁ ମିଶାଇ ଜେଡିୟୁ କ୍ରମାଗତ ଚତୁର୍ଥ ପାଳି କ୍ଷମତାକୁ ଆସିଥିବା ବେଳେ ନୀତୀଶ କୁମାର ସପ୍ତମ ଥର ବିହାରର ମୁଖ୍ୟମନ୍ତ୍ରୀ…
ବିହାର: ଆଜେଡିର ବରିଷ୍ଠ ନେତା ଶିବାନନ୍ଦ ତିୱାରୀ ପରାଜୟ ପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି । ବିହାର ନିର୍ବାଚନ ହୋଇଥିବା ହାର ପାଇଁ ରାହୁଲ ଗାନ୍ଧୀଙ୍କର ମନମୁଖୀ କାର୍ଯ୍ୟକୁ ଶିବାନନ୍ଦ ଦାୟୀ କରିଛନ୍ତି। ବିହାର ନିର୍ବାଚନ ଉପରେ ପୁରା ଦେଶର ନଜର…
ପାଟନା ୧୫/୧୧ : ବିହାରରେ ନୂଆ ସରକାର ଗଠନର ଲାଗିରହିଥିବା ଦ୍ୱନ୍ଦ ବର୍ତ୍ତମାନ ସ୍ପଷ୍ଟ ହୋଇଛି। ଆସନ୍ତାକାଲି ଚତୁର୍ଥ ଥର ପାଇଁ ନୀତୀଶ କୁମାର ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ସୁଶୀଲ ମୋଦୀ…
କୋଲକାତା ୧୪।୧୧: ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ହିଁ ତୃଣମୂଳ କଂଗ୍ରେସରେ ରାଜନୈତିକ ଅନ୍ତଃ କନ୍ଦଳ ଆରମ୍ଭ ହୋଇଯାଇଛି। ଦଳରେ ବିଦ୍ରୋହର ସ୍ଵର ବଢିବା ସହ ବରିଷ୍ଠ ନେତାମାନେ ଦଳରୁ ମୁହଁ ମୋଡିବାରେ ଲାଗିଛନ୍ତି। ସିଙ୍ଗୁରରେ…
ଆମେରିକା : ଆମେରିକାର ସର୍ଭେ ଅଧିକାରୀମାନେ ଦାବି କରିଛନ୍ତି ଯେ ନିକଟରେ ଶେଷ ହୋଇଥିବା ୨୦୨୦ ରାଷ୍ଟ୍ରପତି ନିର୍ବାଚନ “ଆମେରିକାର ଇତିହାସରେ ସବୁଠାରୁ ସୁରକ୍ଷିତ ନିର୍ବାଚନ”। ଏହାସହ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଲାଟ ଠକେଇ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଗୃହ…
ବାଲେଶ୍ୱର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ୱରୂପ କୁମାର ଦାସ ବାଜିମାତ କରିଛନ୍ତି । ବିଜେପି ହାତରୁ ବାଲେଶ୍ୱର ସଦର ଆସନ ଛଡାଇ ଆଣିବାରେ ସଫଳ ହୋଇଛି ବିଜେଡି । କିନ୍ତୁ ଏହି ସଫଳତା ଏତେ ସହଜ ନଥିଲା । ବାଲେଶ୍ୱରରେ ବିଜେଡିର…