ଓଡ଼ିଶାର ଅନନ୍ୟ ଶକ୍ତିପୀଠ ଜତଗସିଂପୁର ଝଙ୍କଡ଼ର ମା’ ଶାରଳାଙ୍କ ପୀଠର ହେବ ନବକଳେବର । ୫ଟି ମନ୍ଦିର ରୂପାନ୍ତରିକରଣ ପ୍ରକ୍ରିୟାରେ ଶାରଳା ମନ୍ଦିରକୁ ସାମିଲ୍ କରାଯାଇଥିବା ବେଳେ ଏହାର ମାଷ୍ଟରପ୍ଲାନ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହି…
ପର୍ଯ୍ୟଟନ
ଆମ ରାଜ୍ୟ ଓଡିଶାରେ ପର୍ଯ୍ୟଟନର ସ୍ଥିତି ସୁଦୃଢ ଓ ସମୃଦ୍ଧଶାଳୀ। ପର୍ଯ୍ୟଟନ ପାଇଁ ଓଡିଶା ସାରା ଭାରତରେ ସୁଖ୍ୟାତି ଲାଭ କରିଛି। ଓଡିଶାର ଆକର୍ଷଣୀୟ ନଦନଦୀ, ପାହାଡପର୍ବତ, ଗୁମ୍ଫା, ଜଙ୍ଗଲ, ଝରଣା, ସବୁଜବନାନୀ କ୍ଷେତ, ବନ୍ୟଜନ୍ତୁ, ହ୍ରଦ, ଜଳପ୍ରପାତ, ବିସ୍ତୃତ ଦିଗନ୍ତବ୍ୟାପୀ…
ସ୍ୱଦେଶ ଦର୍ଶନ ଯୋଜନାରେ ଘୋଷଣା ହୋଇଥିବା ‘ବୁଦ୍ଧିଷ୍ଟ ସର୍କିଟ’ରେ ଓଡ଼ିଶା ରାଜ୍ୟକୁ ସାମିଲ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା…
ଶାରଦୀୟ ଦୁର୍ଗା ପୂଜା ଅବସରରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଦ୍ଵାରା ରାଜ୍ୟର ବିଭିନ୍ନ ସହରରେ ପାରମ୍ପରିକ ସୁସ୍ୱାଦୁ ଓଡ଼ିଆ ପିଠା ଯୋଗାଇ ଦିଆଯିବ । ଦଶହରା ପୂଜାକୁ ଦୃଷ୍ଟିରେ ରଖି ଆଜିଠୁ ଅର୍ଥାତ୍ ୧୨ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ଏହି ପିଠା…
ମହାନଦୀର ଜଳରାଶିରେ ଦୁଃସାହସିକ ଜଳକ୍ରୀଡ଼ା ସହ ସୁସ୍ୱାଦୁ ଖାଦ୍ୟ ଖାଇବାର ଆନନ୍ଦ ଉଠାଇବା ନିମନ୍ତେ କଟକସ୍ଥିତ ସିଲିଭର ସିଟି ବୋଟ୍ କ୍ଲବ ପରିସରରେ ଆଜି ଏକ ‘ଫ୍ଲୋଟିଂ ରେଷ୍ଟୁରାଣ୍ଟ’କୁ ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଉଦଘାଟନ…
ପ୍ରତିକ୍ଷ୍ୟାର ଅନ୍ତ ଘଟାଇ ଦିର୍ଘ ୭ ବର୍ଷ ପରେ ଆଜି ନନ୍ଦନକାନନରେ ଟୟ ଟ୍ରେନ୍ ଗଡିବାକୁ ଯାଉଛି।ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଜଙ୍ଗଲ ବିଭାଗ…
ମହାମାରୀରେ ସମସ୍ତ ଦେଶବାସୀ ଗତି କରୁଥିବା ସମୟରେ ଆଜି ଭକ୍ତମାନଙ୍କ ମନରେ ଖୁସିର ଲହରୀ ଦେଖିବାକୁ ମିଳିଛି। ଦୀର୍ଘ ମାସର ଅପେକ୍ଷା ପରେ ସମସ୍ତ ଭକ୍ତମାନଙ୍କ ପାଇଁ ଆଜି ଖୋଲିଛି ଘଟଗାଁ ମା’ଙ୍କ ଦୁଆର। ଆଜି ସକାଳୁ ସର୍ବସାଧାରଣ ଙ୍କୁ ଦର୍ଶନ…
ମନ୍ଦିର ମାଳିନୀ ଭୁବନେଶ୍ବରର ସୌନ୍ଦର୍ଯ୍ୟ ବଖାଣିବା ପାଇଁ ଏହାର ନାମ ହିଁ ଯଥେଷ୍ଟ । ରାଜ୍ୟ ରାଜଧାନୀରେ ବିଭିନ୍ନ ମନ୍ଦିର ଶୋଭା ପାଉଥିବା ବେଳେ ସେମାନଙ୍କ ମଧ୍ୟରେ ଅନ୍ୟତନ ହେଉଛି ମୁକ୍ତେଶ୍ବର ମନ୍ଦିର । ଭୁବନେଶ୍ବର ରେଳ ଷ୍ଟେସନଠାରୁ ପ୍ରାୟ 4…