Home ଜାତୀୟ ଦୁର୍ଘଟଣାଗ୍ରସ୍ତ ସେନା ହେଲିକପ୍ଟର , ପାଇଲଟ ସମେତ ୪ଜଣ ଯବାନ୍ ସହିଦ

ଦୁର୍ଘଟଣାଗ୍ରସ୍ତ ସେନା ହେଲିକପ୍ଟର , ପାଇଲଟ ସମେତ ୪ଜଣ ଯବାନ୍ ସହିଦ

by interviewtimes
29 views
0
(0)

ଅରୁଣାଚଳ ପ୍ରଦେଶର ମଣ୍ଡଲା ପାହାଡ଼ ନିକଟରେ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ୨ଜଣ ପାଇଲଟଙ୍କ ସମେତ ୫ଜଣ ଯାତ୍ରା କରୁଥିବାବେଳେ ସେମାନଙ୍କ ମଧ୍ୟରୁ ୪ଜଣ ଯବାନ୍ ସହିଦ ହୋଇଥିବା ଜଣାପଡିଛି । ଏବେ ଅନ୍ୟ ଜଣେ ପାଇଲଟ୍ ନିଖୋଜ ଥିବା ଜଣାପଡିଛି । ପାଇଲଟଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

You may also like

Leave a Comment