ଝାରସୁଗୁଡ଼ା ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ

0
(0)

ନବକିଶୋର ଦାସ ହତ୍ୟା ଘଟଣାର ଅନୁଧ୍ୟାନ କରିବେ ଏହି ତିନି ଅଧିକାରୀ ।

ଝାରସୁଗୁଡ଼ା ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ ଓ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା । ସାଙ୍ଗରେ ଅଛନ୍ତି ଆଇନ ସୃଙ୍ଖଳା ଏଡିଜି ଆର କେ ଶର୍ମା ।

ଏହାସହ କ୍ରାଇମବ୍ରାଞ୍ଚ ତଦନ୍ତର ମଧ୍ୟ ଅନୁଧ୍ୟାନ କରିବେ। କେତେ ବାଟ ଆଗେଇଛି ତଦନ୍ତ ସେନେଇ କ୍ରାଇମବ୍ରାଞ୍ଚ ଟିମ୍ ସହ ଅଲୋଚନା କରିବେ ପୋଲିସ ଡିଜି ସୁନୀଲ ବଂଶଲ, ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଓ ଆଇନ ସୃଙ୍ଖଳା ଏଡିଜି ଆର କେ ଶର୍ମା ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

Subscribe to our Newsletter

Leave a Comment