Home ରାଜ୍ୟ ଟାଟା ଟେକ୍ନୋଲୋଜିସ୍ ପକ୍ଷରୁ ଡିଆର୍ଏଚ୍ପି ଦାଖଲ

ଟାଟା ଟେକ୍ନୋଲୋଜିସ୍ ପକ୍ଷରୁ ଡିଆର୍ଏଚ୍ପି ଦାଖଲ

by interviewtimes
30 views
0
(0)

ଇଞ୍ଜିନିୟରିଂ ସେବା ପ୍ରଦାନକାରୀ ସଂସ୍ଥା ଟାଟା ଟେକ୍ନୋଲୋଜିସ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରସ୍ପେକ୍ଟସ୍ (ଡିଆର୍ଏଚ୍ପି) ଦାଖଲ କରାଯାଇଛି।

ବିଶେଷ କରି ଅଫର ଫର ସେଲ୍ ଜରିଆରେ କମ୍ପାନୀର ଇନିସିଆଲ ପବ୍ଲିକ୍ ଅଫର (ଆପିଓ)ରେ ୯୫,୭୦୮,୯୮୪ ଇକ୍ୱିଟି ଶେୟାର ରହିଛି, ଯାହା କମ୍ପାନୀର ପେଡ୍-ଅପ୍ ଶେୟାରର ପ୍ରାୟ ୨୪% (୨୩.୬୦%) ବୋଲି କୁହାଯାଉଛି।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

You may also like

Leave a Comment