ରାଜ୍ୟ
June 21, 2022
43

ଅନୁଭବ ଅଦାଲତଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରିଥିବା ନେଇ ପୁଣି ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ ।
ଆବେଦନରେ ଅନୁଭବ ଅଦାଲତଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରିଥିବା ଉଲ୍ଲେଖ କରିଛନ୍ତି ବର୍ଷା ।
କୋର୍ଟଙ୍କ ନିଷେଧାଦେଶ ପରେ ମଧ୍ୟ ଅନୁଭବ ସମାଜିକ ଗଣମାଧ୍ୟମରେ ନିଜ ମତ ରଖିଥିବା ସେ ଅଭିଯୋଗ କରିଛନ୍ତି ।
ଉଭୟଙ୍କୁ ପରସ୍ପର ବାବଦରେ କୌଣସି ଗଣମାଧ୍ୟମ ଆଗରେ ମତ ନ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।