ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଇଣ୍ଡିଆ-ନ୍ୟୁଜିଲାଣ୍ଡ ବିଶ୍ବକ୍ପ୍ର ସେମିଫାଇନାଲ ମ୍ୟାଚ୍ରେ ପୁଣି ଥରେ କମାଲ ଦେଖାଇଛନ୍ତି କୋହଲି ।ତେବେ ମ୍ୟାଚରେ ଏକ ପ୍ରେମଭରା ଦୃଶ୍ୟ ଦେଖିବାକୁ ମିଳିଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମ୍ୟାଚ୍ ଦେଖିବାକୁ ଆସିଥିଲେ ଅନୁଷ୍କା ଶର୍ମା । ପଡିଆରେ ବିରାଟ କୋହଲିଙ୍କ ର ୫୦ତମ ଏକଦିବସୀୟ ଶତକ ହାସଲ କରିବା ପରେ ଅନୁଷ୍କା ବିରାଟଙ୍କୁ ଫ୍ଲାଇଂ କିସ୍ ଦେଉଥିବାର ଦେଖିବାକୁ ମିଳିଛି । । ଯାହାର ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।