, ,

ମିସ୍‌  ୟୁନିଭର୍ସ ଶେନିସ ପାଲାସିଅସ

0
(0)

ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଲେ ନିକାରାଗୁଆର ଶେନିସ ପାଲାସିଅସ । ୨୦୨୩ ବ୍ରହ୍ମାଣ୍ଡ ସୁନ୍ଦରୀ ଭାବେ ଟାଇଟଲ ହାସଲ କରିଛନ୍ତି ଶେନିସ। ଜୋସ ଆଡଲଫୋ ପିନେଡା ଆରେନାର ଅନୁଷ୍ଠିତ ଇଭେଣ୍ଟରେ ଏହି ସମ୍ମାନ ହାସଲ କରିଛନ୍ତି ଶେନିସ । ବ୍ରହ୍ମାଣ୍ଡ ସୁନ୍ଦରୀ ଆଖ୍ୟା ଅର୍ଜନ କରିବାରେ ଶେନିସ ହେଉଛନ୍ତି ପ୍ରଥମ ନିକାରାଗୁଆ ମହିଳା । ଅଷ୍ଟ୍ରେଲିଆର ମୋରାୟ ଓ୍ବିଲସନ ସେକଣ୍ଡ ରନର୍ସ ଅପ୍ ହୋଇଥିବାବେଳେ ଥାଇଲାଣ୍ଡର ଆଣ୍ଟୋନିଆ ପୋର୍ସିଲଡ ହୋଇଛନ୍ତି ଫାଷ୍ଟ ରନର ଅପ । ଚଳିତ ବର୍ଷ ଭାରତ ପକ୍ଷରୁ ଚଣ୍ଡୀଗଡ ଜନ୍ମିତ ଶ୍ବେତା ଶାରଦା ପ୍ରତିନିଧିତ୍ବ କରିଥିବାବେଳେ ଟପ୍ ୨୦ ମଧ୍ୟରେ ସ୍ଥାନୀତ ହୋଇଥିଲେ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

Subscribe to our Newsletter

Leave a Comment