ରାଜନୀତି

ଗତକାଲି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ମନ୍ତ୍ରିମଣ୍ଡଳ ଭାଙ୍ଗିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ 20 ମନ୍ତ୍ରୀ ନିଜର ଇସ୍ତଫା ପ୍ରଦାନ କରିଥିଲେ। ଯାହାକି ଓଡ଼ିଶା ଇତିହାସରେ ଆଗରୁ କେବେ ବି ଦେଖିବାକୁ ମିଳିନଥିଲା। ଏହାପରେ ଆଜି ନବୀନଙ୍କ ନୂଆ ମନ୍ତ୍ରୀମାନେ ଶପଥଗ୍ରହଣ କରିଛନ୍ତି। ଏମାନଙ୍କ ମଧ୍ୟରେ 13ଜଣ କ୍ୟାବିନେଟ୍ ମନ୍ତ୍ରୀ ଏବଂ 8 ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି।
କ୍ୟାବିନେଟ୍ ମନ୍ତ୍ରୀ:
1- ଜଗନ୍ନାଥ ସାରକା
2- ନିରଞ୍ଜନ ପୂଜାରୀ
3- ରଣେନ୍ଦ୍ର ପ୍ରତାପ ସ୍ୱାଇଁ
4- ପ୍ରମିଳା ମଲ୍ଲିକ
5- ଉଷା ଦେବୀ
6- ପ୍ରଫୁଲ୍ଲ କୁମାର ମଲ୍ଲିକ
7- ପ୍ରତାପ କେଶରୀ ଦେବ
8- ଅତନୁ ସବ୍ୟସାଚୀ ନାୟକ
9- ପ୍ରଦୀପ କୁମାର ଅମାତ୍
10- ନବକିଶୋର ଦାସ
11- ଅଶୋକ ଚନ୍ଦ୍ର ପଣ୍ଡା
12- ଟୁକୁନି ସାହୁ
13- ରାଜେନ୍ଦ୍ର ଢୋଲକିଆ
ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ):
1- ସମୀର ରଞ୍ଜନ ଦାଶ
2- ଅଶ୍ୱିନୀ କୁମାର ପାତ୍ର
3- ପ୍ରିତିରଞ୍ଜନ ଘଡ଼ାଇ
4- ଶ୍ରୀକାନ୍ତ ସାହୁ
5- ତୁଷାରକାନ୍ତି ବେହେରା
6- ରୋହିତ ପୂଜାରୀ
7- ରିତା ସାହୁ
8- ବାସନ୍ତୀ ହେମ୍ବ୍ରମ୍