Home ରାଜ୍ୟ କଳିଙ୍ଗ ହସ୍ପିଟାଲ୍‌ରେ ନୂତନ ପରିଚାଳନା ନିର୍ଦ୍ଦେଶିକା ଭାବେ ଯୋଗ ଦେଲେ ନୀଳଞ୍ଜନା ମୁଖାର୍ଜୀ

କଳିଙ୍ଗ ହସ୍ପିଟାଲ୍‌ରେ ନୂତନ ପରିଚାଳନା ନିର୍ଦ୍ଦେଶିକା ଭାବେ ଯୋଗ ଦେଲେ ନୀଳଞ୍ଜନା ମୁଖାର୍ଜୀ

by interviewtimes
28 views
5
(1)

କଳିଙ୍ଗ ହସ୍ପିଟାଲ୍‌ରେ ନୂତନ ପରିଚାଳନା ନିର୍ଦ୍ଦେଶିକା ଭାବେ ନୀଳଞ୍ଜନା ମୁଖାର୍ଜୀ ଆଜି ଯୋଗ ଦେଇଛନ୍ତି।

ଏହି ଅବସରରେ କଳିଙ୍ଗ ହସ୍ପିଟାଲ୍‌ ଲିମିଟେଡ୍‌(କେଏଚ୍‌ଏଲ୍‌)ର ଅଧ୍ୟକ୍ଷ ଡାକ୍ତର ଏସ୍‌.କେ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।

 

ଏଥିରେ ହସ୍ପିଟାଲର ଅଧିକାରୀଗଣ ଏବଂ ନିମନ୍ତ୍ରିତ ଅତିଥି ଉପସ୍ଥିତ ରହି ଶ୍ରୀମତୀ ମୁଖାର୍ଜୀଙ୍କୁ ସ୍ବାଗତ କରିଥିଲେ।

ପୂର୍ବରୁ ଶ୍ରୀମତୀ ମୁଖାର୍ଜୀ ଆର୍ମି ହସ୍ପିଟାଲ୍‌ ଭୁବନେଶ୍ବର ଶାଖାର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ।

How useful was this post?

Click on a star to rate it!

Average rating 5 / 5. Vote count: 1

No votes so far! Be the first to rate this post.

You may also like

Leave a Comment