ମହାକାଶ ନିଜ ଭିତରେ ଅସଂଖ୍ୟ ରହସ୍ୟ ରଖିଛି। ଯେତେବେଳେ ଦେଖିବା, କିଛି ନା କିଛି ନୂଆ ଜାଣିବାକୁ ମିଳିଥାଏ। ପ୍ରସିଦ୍ଧ ‘ଷ୍ଟିଫେନ୍ କ୍ବିଣ୍ଟେଣ୍ଟ’ ଆକାଶଗଙ୍ଗାର ଏକ ସମୁହ, ଯାହାକୁ ପ୍ରଥମ ଥର ୧୮୭୭ରେ ଖୋଜା ଯାଇଥିଲା। କିନ୍ତୁ ଏହାର ଆକର୍ଷଣ ଆଜି ବି ରହିଛି। ଏହା JWST ବିଜ୍ଞାନ ମିସନ୍ର ପ୍ରଥମ ଲକ୍ଷ୍ୟ ଭିତରୁ ଗୋଟିଏ ଥିଲା। ଏବେ ୫୦୦ ମିଟର ଅପର୍ଚର ଥିବା ସ୍କୋରିକାଲ ଟେଲିସ୍କୋପ୍ (Five-hundred-meter Aperture Spherical Telescope- FAST)ଏକ ନୂଆ ଖୁଲାସା କରିଛି। ଏହାଫଳରେ ଆକାଶଗଙ୍ଗାର ଏହି ସମୁହ ଆଖପାଖରେ ସବୁଠାରୁ ବଡ ପରମାଣୁ ଗ୍ୟାସ୍ ସରଞ୍ଚନା ବିଷୟରେ ଜଣାପଡିଛି।
previous post