ରାଜ୍ୟ
June 21, 2022
59

ନୂଆପଡା ଜିଲ୍ଲା ବୋଡେ଼ନ ଥାନା ଅନ୍ତର୍ଗତ ପlଟଧରା ସଂରକ୍ଷିତ ଜଙ୍ଗଲରେ ଘଟିଛି ଘଟଣା । ପlଟଧରା କ୍ୟାମ୍ପକୁ ଯାଉଥିବା ବେଳେ ୨୧୬ ବାଟାଲିୟନର ୧୯ ନମ୍ବର ଟିମର ଯବାନଙ୍କ ଉପରକୁ ମାଓବାଦୀ ଆତର୍କିତ ଗୁଳି ମାଡ଼ କରିଥିଲେ । ଯବାନଙ୍କ ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଇଥିଲା । ହେଲେ ଗୁଳିବିନିମୟରେ ତିନି ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା । ଘଟଣା ସ୍ଥଳରେ ବିଭାଗୀୟ ବରିଷ୍ଠ ଅଧିକାରୀ ପହଞ୍ଚି ଥିବା ନେଇ ସୂଚନା ।୩ ଯବାନ ଶହୀଦ ହୋଇଥିବା ସୂଚନା ।