`ଟାଇଗର 3’ ଉପରେ ମ୍ୟାଚର୍‌ ପ୍ରଭାବ

0
(0)

ବକ୍ସ ଅଫିସରେ ଜଲଓ୍ବା ଦେଖାଉଛନ୍ତି ଭାଇଜାନ୍‌।ମାତ୍ର ୪ ଦିନରେ ୧୬୯.୫୦ କୋଟିରୁ ଅଧିକ ଆୟ କରିଛି ନିକଟରେ ରିଲିଜ ହୋଇଥିବା ଭାଇଜାନ ସଲମନ ଖାନଙ୍କ ଅଭିନିତ ଫିଲ୍ମ ଟାଇଗର ୩ । କିନ୍ତୁ ୪ର୍ଥ ଦିନରେ  ଭଳ ବ୍ୟବସାୟ ହୋଇନଥିବା ଦେଖିବାକୁ ମିଳିଛି । ଗତକାଲି  ଇଣ୍ଡିଆ-ନ୍ୟୁଜଲାଣ୍ଡ ମ୍ୟାଚ୍‌ ଥିବାବେଳେ ମ୍ୟାଚର ପ୍ରଭାବ ଫିଲ୍ମ ଉପରେ ପଡିଛି । ଦର୍ଶକଙ୍କ ଠାରେ କ୍ରିକେଟ କ୍ରେଜ୍‌ ଥିବା ବେଳେ ସେଲିବ୍ରେଟି ମଧ୍ୟ ମ୍ୟାଚ ଦେଖିବାକୁ ମାଇଦାନରେ ପହଞ୍ଚିଯାଇଥିଲେ । ତେଣୁ ଟାଇଗର ୩ ର ବ୍ୟବସାୟ ଅଧାରେ ରହିଗଲା  । ଗଲା ୩ ଦିନ ହେବ ସିନେମା ହଲରେ ଧମାଲ କରୁଛି ଭାଇଜାନଙ୍କ ଏଙି ମଚ ଆଓ୍ବେଟେଡ୍‌ ମୁଭି ।ତେବେ ଆଗକୁ ଫିଲ୍ମ ଇନକମ୍‌ ଆହୁରି କରିବ ବୋଲି ଆଶା ରହିଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

Subscribe to our Newsletter

Leave a Comment