7 ଦିନ ପରେ ବି ଚାଲିଛି ସଂଘର୍ଷ

0
(0)

7 ଦିନ ପରେ ବି ଚାଲିଛି ସଂଘର୍ଷ । ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ ଧସିବା ଘଟଣାଖୁ ୭ ଦିନ ହେଲାଣି । ୪୦ ଜଣ ଶ୍ରମିକ ଜୀବନ ଯୁଦ୍ଧରେ ଫଶସି ରହିଛନ୍ତି । । ଆଜି ବାୟୁସେନାର ସ୍ବତନ୍ତ୍ର ବିମାନରେ ଆଉ ଏକ ଶକ୍ତିଶାଳୀ ଅଗର ମେସିନ୍ ଆସି ପହଞ୍ଚିବ। ଏହାପରେ ପୁଣିଥରେ ଚାଲିବ ଡ୍ରିଲିଂ କାମ । ଏହି ଶକ୍ତିଶାଳୀ ଡ୍ରିଲିଂ ମେସିନରେ ଘଣ୍ଟାକୁ ୫ ମିଟର ପାଇପ ଡ୍ରିଲିଂ କରି ବିଛାଯାଇପାରିବ । ଟନେଲ ଭିତରେ ଏବେ ୪୦ ଶ୍ରମିକ ଅଛନ୍ତି । ଯଦି ଉଦ୍ଧାର କାର୍ଯ୍ଯ ବିଳମ୍ବ ହୁଏ ତେବେ ଶ୍ରମିକଙ୍କ ଅବସ୍ଥା ଅଧିକ ଖରାପ ହୋଇପାରେ ବୋଲି ଆଶଙ୍କା କରିଛନ୍ତି ଟିମ୍ । ଘଟଣାସ୍ଥଳରେ ମେଡିକାଲ ଟିମ୍ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

Subscribe to our Newsletter

Leave a Comment