କେବେ ଟନେଲରୁ ବାହାରିବେ ଶ୍ରମିକ ?

0
(0)

ଏବେ ବି ଚାଲିଛି ସଂଘର୍ଷ । ୬ ଦିନ ଧରି ଟନେଲ ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି 40 ଶ୍ରମିକ । ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲରେ  ରେସ୍କ୍ଯୁ ଅପରେସନ ପାଇଁ ଚାଲିଛି ଚେଷ୍ଟା । ବିଳମ୍ବ କ୍ଷେତ୍ରରେ ଶ୍ରମିକମାନେ ଅଧିକ ଭୟଭୀତ ହେବା ସହ ଅସହାୟ, ମାନସିକ ଚିନ୍ତା ଆଦି ମଧ୍ଯରେ ବିପଦଗ୍ରସ୍ତ ହେବା ଆଶଙ୍କା ରହିଛି ।ଏହାସହ ଟନେଲ ଧସିବାର ସମ୍ଭାବନା ମଧ୍ୟ ରହିଛି ।ଏହାସହ ଟନେନ ଧସିବାର ମଧ୍ୟ ଭୟ ରହୁଛି ।  ଘଣ୍ଟା ପ୍ରତି 5 ମିଟର ଖୋଳିବା ଲାଗି ଯୋଜନା କରିଛନ୍ତି ରେସ୍କ୍ୟୁ ଟିମ୍ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

Subscribe to our Newsletter

Leave a Comment