ଅର୍ଚ୍ଚନା ନାଗଙ୍କୁ ଜେଲରେ ଜେରା ପାଇଁ କୋର୍ଟରେ ଆବେଦନ କଲା ଇଡି
ଅର୍ଚ୍ଚନା ସାମ୍ରାଜ୍ୟରୁ କଳା ଟଙ୍କାର ସୁରାକ ପାଇବା ପରେ ଇଡି ତନାଘନା ଆରମ୍ଭ କରିଥିବାବେଳେ ଉଭୟଙ୍କୁ ଜେଲରେ ଜେରା ପାଇଁ କୋର୍ଟରେ ଇଡି ଆବେଦନ କରିଛି ।
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ପୁଣିଥରେ ପଚରାଉଚୁରା କରିବା ପାଇଁ ଇଡି ଯୋଜନା କରିଛି ।
ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ପୁଣି ପଚରାଉଚରା ପାଇଁ ଇଡ଼ି ଯୋଜନା କରିଛି । ଏକାଧିକ ବ୍ୟକ୍ତିବିଶେଷଙ୍କ ବୟାନ ରେକର୍ଡ ପରେ, ଉଭୟଙ୍କୁ ପଚରାଉଚରା ପାଇଁ ଯୋଜନା କରିଛି ଇଡ଼ି ।