ଆସନ୍ତାକାଲିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା
ଆସନ୍ତାକାଲିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ଖରା ପାଇଁ ସକାଳ ୮ରୁ ୧୦ ଯାଏଁ ପରୀକ୍ଷା ହେବ।
ସକାଳ ୭ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ଏଣ୍ଟ୍ରି କରିବାକୁ ହେବ। ୫୭ଟି କେନ୍ଦ୍ରୀୟ ସ୍କ୍ୱାଡ ଚେକିଂ ପାଇଁ ଗଠନ କରାଯାଇଛି।
ମାର୍ଚ୍ଚ ୨୦ ଯାଏଁ ଚାଲିବ ମାଟ୍ରିକ ଦ୍ଵିତୀୟ ସମ୍ମେଟିଭ ପରୀକ୍ଷା। ଚଳିତ ଥର ୫ଲକ୍ଷ ୪୧ ହଜାର ୨୪୭ ଛାତ୍ରଛାତ୍ରୀ ୩ହଜାର ୨୧୮ ସେଣ୍ଟରରେ ମାଟ୍ରିକ ପରୀକ୍ଷା ଦେବେ।
୨୨ଟି ପୋଲିସ ଷ୍ଟେସନକୁ ମିଶାଇ ହୋଇଥିବା ୩୧୬ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି। ସେଠାରୁ ପ୍ରତିଦିନ ସକାଳେ ପୋଲିସ ସୁରକ୍ଷା ସହ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ।
Related posts:
ପ୍ରୟାଗରାଜ କୁମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଯୋଗୀଙ୍କ ଆମନ୍ତ୍ରଣDecember 8, 2024
ଆଜି ଚାଷୀ ପାଇବେ ୮ ଶହ ଟଙ୍କାର ଇନପୁଟ୍ ସବସିଡିDecember 8, 2024
ଦେଶର ଦ୍ବିତୀୟ ସର୍ବାଧିକ ପ୍ରଦୂଷିତ ସହର ଅନୁଗୁଳDecember 7, 2024
ବନ୍ଧାହେଲେ ୧୪ ନକଲି ଡାକ୍ତରDecember 6, 2024
ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ରେଳମନ୍ତ୍ରୀDecember 6, 2024
ନବୀନଙ୍କ ବଡ଼ ପ୍ରତିକ୍ରିୟା: ବିଜେଡି ରାଜ୍ୟର ସ୍ବାର୍ଥ ପାଇଁ ଲଢ଼େଇ କରୁଥିଲାDecember 6, 2024