ଆସନ୍ତାକାଲିଠୁ ରଙ୍ଗେଇଲୁଣ୍ଡା-ଭୁବନେଶ୍ୱର ଯାତାୟତ କରିବ ବିମାନ
ଆସନ୍ତା ଏପ୍ରିଲ 17 ତାରିଖଠାରୁ ଆରମ୍ଭ ହେବ ଗଞ୍ଜାମର ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ଓ ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡାକୁ ସ୍ୱତନ୍ତ୍ର ଚାର୍ଟର ବିମାନସେବା ବୋଲି କମ୍ପାନୀ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି।
ବେଙ୍ଗାଳୁରୁରୁ ଭୁବନେଶ୍ୱର ଓ ଭୁବନେଶ୍ୱରରୁ ପୁଣେ ଏବଂ ପୁଣେରୁ ଭୁବନେଶ୍ୱରକୁ ମଧ୍ୟ ଉଡ଼ିବ ବିମାନ । ସେହିପରି ଜେଟ୍ ଏରିନା ପକ୍ଷରୁ ଆକାଶ ଏୟାର ଲାଇନ୍ସ ଓଡ଼ିଶାରେ ଆରମ୍ଭ କରିବ ବିମାନ ସେବା ।
Related posts:
ଚେତାବନୀ ଦେଲେ ଯୋଗାଣ ଅଧିକାରୀଙ୍କୁJanuary 13, 2025
ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ସ୍ବାକ୍ଷରିତ ହୋଇଛି ଏମଓୟୁJanuary 13, 2025
ଆୟୁଷ୍ମାନ ଭାରତ’ ପ୍ରଚଳ ପାଇଁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀJanuary 13, 2025
ଆଖି ବୁଜିଲା ଶିମିଳିପାଳର ହାତୀ ମହେନ୍ଦ୍ରJanuary 13, 2025
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା,ପ୍ରତିଷ୍ଠା ହେବ ସ୍ଥାୟୀ ରଙ୍ଗ ମହଲJanuary 13, 2025
ଭୁଲରେ ବାଦ୍ ପଡ଼ିଥିବା ମହିଳାମାନେ ‘ସୁଭଦ୍ରା’ ଯୋଜନା ହେଲେ ଯୋଡ଼ିJanuary 12, 2025