ଇଣ୍ଡୋନେସିଆର ସୁମାତ୍ରା ରେ ବଡ଼ଧରଣର ଭୂକମ୍ପକୁ ସାମ୍ନା କଲେ ଲୋକେ
ଆଜି ଭୂକମ୍ପ ପ୍ରବଣ ଇଣ୍ଡୋନେସିଆର ସୁମାତ୍ରା ରେ ବଡ଼ଧରଣର ଭୂକମ୍ପକୁ ସାମ୍ନା କରିଛନ୍ତି ଲୋକେ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୨ ଥିବାରୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି।
ଭୂକମ୍ପର କେନ୍ଦ୍ରସ୍ଥଳ ଆଚେ ପ୍ରଦେଶର ସିଙ୍ଗକିଲ ସହରଠାରୁ ୪୮ କିମି ଦୂର। ଏହା ଭୂପୃଷ୍ଠରୁ ୩୭ କିମି ଗଭୀରରେ ସୃଷ୍ଟି ହୋଇଛି। ପରବର୍ତ୍ତୀ ଅବସ୍ଥାରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରେକର୍ଡ କରାଯାଇଛି। ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ “ଭୂକମ୍ପ ଝଟକା ପରେ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି।
୪ଟି ଜିଲ୍ଲାରେ ୩ରୁ ୧୦ ସେକେଣ୍ଡ ଧରି ଝଟକା ଅନୁଭବ ହୋଇଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନି। ଝଟକା ପରେ ଲୋକମାନେ ବେଶ କିଛି ସମୟ ଖୋଲା ସ୍ଥାନରେ ଆଶ୍ରୟ ନେଇଥିଲେ।
Related posts:
ଜିନ୍ଦଲ ଷ୍ଟେନ୍ଲେସକୁ ସ୍ବର୍ଣ୍ଣ ପୁରସ୍କାରDecember 6, 2024
ସୁନା ଭଣ୍ଡାର ବଢାଇଲା ଭାରତDecember 6, 2024
ମନ୍ତ୍ରୀଙ୍କୁ ବିଭାଗ ବାଣ୍ଟିଲେ ହେମନ୍ତ ସୋରେନ୍December 6, 2024
କଂଗ୍ରେସ ଏମ୍ପି ବସିବା ସିଟ୍ରୁ ମିଳିଲା ନୋଟ ବିଡାDecember 6, 2024
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଦେବେନ୍ଦ୍ର ଫଡନାବିସDecember 5, 2024
ମହାରାଷ୍ଟ୍ରରେ ଆଜିଠୁ ଫଡନାଭିସ ସରକାରDecember 5, 2024