କୋଭିଡ ଆକ୍ରାନ୍ତଙ୍କୁ ହୃଦଘାତ ଆଶଙ୍କା ବେଶୀ
() ଏବେ ବି ସରିନି କୋଭିଡର ପ୍ରଭାବ । ଯେଉଁମାନେ କୋଭିଡରେ ଗୁରୁତର ହେଇଥିଲେ. ସେମାନଙ୍କୁ ହାର୍ଟଆଟାକ ହେବା ସମ୍ଭାବନା ଅଧିକ । ଅଧିକ ଶାରୀରିକ ଓ ମାନସିକ ପରିଶ୍ରମ ନକରିବାକୁ ଦିଆଯାଇଛି ପରାମର୍ଶ । ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ଏହାକୁ ମାନିବା ଲାଗି ପରାମର୍ଶ ଦିଆଯାଇଛି । ଗୁଜରାଟରେ ଗରବା ଉତ୍ସବରେ ହୃଦଘାତରେ କେତେକ ଲୋକଙ୍କ ମୃତ୍ୟୁ ପରେ ଏହା କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ ।
ସେ କହିଛନ୍ତି– ଆଇସିଏମଆର ପକ୍ଷରୁ ଏନେଇ ସବିଶେଷ ଗବେଷଣା କରାଯାଇଥିଲା । ଯେଉଁମାନେ ଗୋଭିଡରେ ଗୁରୁତର ପୀଡ଼ିତ ହୋଇଥିଲେ ସେମାନଙ୍କ ଲାଗି ବିପଦ ଆସିପାରେ । ସେମାନେ ଅଧିକ ଦୌଡିବା ଓ ପରିଶ୍ରମ କରିବା ଅନୁଚିତ । ଆସନ୍ତା ବର୍ଷେ ଦୁଇବର୍ଷ ଯାଏ ଏହା ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।
Related posts:
ଭାଇ ରାହୁଲ ଗାନ୍ଧିଙ୍କ ରେକର୍ଡ ଭାଙ୍ଗିଲେ ପ୍ରିୟଙ୍କାNovember 23, 2024
ପ୍ରକାଶ ପାଇଲା OTET ରେଜଲ୍ଟNovember 22, 2024
ରୋଚକ ରାଜ୍ୟ ରାଜନୀତି, ନେତା ଖୋଲିଲେ ନିଜ ଦଳ ନେତାଙ୍କ ଗୁମରNovember 22, 2024
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମNovember 21, 2024
ଆଦାନୀଙ୍କ ବିରୋଧରେ ଆମେରିକା ଆଣିଲା ୨୬୫ ମିଲିୟନ୍ ଡଲାରର ଲାଞ୍ଚ ଅଭିଯୋଗNovember 21, 2024
ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଲା ଆମ୍ ଆଦମୀ ପାର୍ଟିNovember 21, 2024