ଘରେ ପଶି ଲୁଟିନେଲେ 17 ଲକ୍ଷ
କରଞ୍ଜିଆ ଚଢେଇଭୋଳ ଅଞ୍ଚଳରେ ବଡ ଧରଣର ଲୁଟ୍ ।ସେହି ଅଞ୍ଚଳର ବ୍ୟବସାୟୀ ନୁରୁଲ ଇସଲାମଙ୍କ ଘରୁ 17 ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଘରେ କେହିନଥିବା ବେଳେ ଘରର ପଛ ପଟେ ଥିବା ଗ୍ରିଲ ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଲୁଟ କରିଛନ୍ତି । ଏନେଇ ସ୍ଥାନୀୟ ଫାଣ୍ଡିକୁ ଜଣାଇବା ସହିତ କରଞ୍ଜିଆ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Related posts:
ପୋଡ଼ି ଦେଇଥିଲେ ନବଙ୍କ ସାର୍ଟ !January 21, 2025
ଜାଣନ୍ତୁ କାହିଁକି ଗିରଫ ହେଲେ ଏହି ତିନି ଅଭିଯୁକ୍ତJanuary 20, 2025
ପୁଣି ଚର୍ଚ୍ଚାରେ ନବ ଦାସ ହତ୍ୟା ମାମଲାJanuary 20, 2025
ବିବାହ ବନ୍ଧନରେ ଆବଦ୍ଧ ହେଲେ ଜାଭଲିନର ସୁନା ପୁଅ ନୀରଜ ଚୋପ୍ରାJanuary 20, 2025
ଓଡ଼ିଶାରେ ଲିଥିୟମ ଖୋଜୁଛି ଜିଓଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆJanuary 19, 2025
ଛୁରି ଦେଖାଇ ମହିଳାଙ୍କୁ ଦୁଷ୍କର୍ମ !January 19, 2025