ପରାଗ ଅଗ୍ରୱାଲ ଙ୍କ ଠାରୁ ଭଲ ଫ୍ଲୋକି !
ପୂର୍ବରୁ ଟ୍ୱିଟରର ସିଇଓ ଥିଲେ ପରାଗ ଅଗ୍ରୱାଲ । ହେଲେ ଏଲନ ମସ୍କ ଟ୍ୱିଟରକୁ କିଣିବା ପରେ ପରାଗ ଅଗ୍ରୱାଲଙ୍କୁ ବାହାର କରିଦେଇଥିଲେ ।
ପରାଗଙ୍କୁ ହଟାଇବା ପରେ ଏବେ ଫ୍ଲୋକିକୁ ଟ୍ୱିଟରର ସିଇଓ ବୋଲି କହିଛନ୍ତି ମସ୍କ ।ଏଲନ ମସ୍କ ଏକ କୁକୁରକୁ ଟ୍ୱିଟରର ସିଇଓ ଭାବେ ପରିଚିତ କରାଇଛନ୍ତି । ଏହି କୁକୁରଟି ମସ୍କଙ୍କ ପାଳିତ କୁକୁର ଓ ଏହାର ନାମ ଫ୍ଲୋକି ବୋଲି କୁହାଯାଇଛି ।
ମସ୍କ ଏଭଳି କହି ସିଧା ସଳଖ ପରାଗ ଅଗ୍ରୱାଲଙ୍କୁ ଟାର୍ଗେଟ୍ କରିଛନ୍ତି । ସୂଚନା ଥାଉକି ୪୪ ବିଲିୟନ ଡଲାର ଦେଇ ମସ୍କ ଟ୍ୱିଟରକୁ କିଣିବାର ମାତ୍ର କିଛିଦିନ ମଧ୍ୟରେ ସିଇଓ ପଦରେ ଥିବା ପରାଗ ଅଗ୍ରୱାଲଙ୍କୁ କମ୍ପାନୀରୁ ବାହାର କରିଦେଇଥିଲେ ।
କେବଳ ଅଗ୍ରୱାଲ ନୁହଁନ୍ତି ଅନେକ ପୁରୁଣା କର୍ମଚାରୀଙ୍କୁ ମଧ୍ୟ ଛଟେଇ କରିଦେଇଥିଲେ ମସ୍କ ।
Related posts:
ମନ୍ତ୍ରୀଙ୍କୁ ବିଭାଗ ବାଣ୍ଟିଲେ ହେମନ୍ତ ସୋରେନ୍December 6, 2024
କଂଗ୍ରେସ ଏମ୍ପି ବସିବା ସିଟ୍ରୁ ମିଳିଲା ନୋଟ ବିଡାDecember 6, 2024
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଦେବେନ୍ଦ୍ର ଫଡନାବିସDecember 5, 2024
ମହାରାଷ୍ଟ୍ରରେ ଆଜିଠୁ ଫଡନାଭିସ ସରକାରDecember 5, 2024
ଲଞ୍ଚହେବ ପ୍ରୋବା-୩ ସାଟେଲାଇଟDecember 5, 2024
ସରକାରୀ କର୍ମଚାରୀ ଓ ପେନଶନଭୋଗୀଙ୍କ ବଢିଲା ଦରମାDecember 5, 2024