ପାରଳାଖେମୁଣ୍ଡିରେ ଜିଏସଟି ରେଡ୍
ଗଜପତି ପାରଳାଖେମୁଣ୍ଡିରେ ଜିଏସଟି ରେଡ୍ । ସୁରିୟା ଜୁଏଲର୍ସର ତିନିଟି ଦୋକାନରେ ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି ।
ଟିକସ ଫାଙ୍କିବା ଅଭିଯୋଗରେ ଜିଏସଟି ବିଭାଗର ୯ ଜଣିଆ ଟିମ୍ ଚଢ଼ାଉ ଜାରି ରଖିଛି ।
ଦୋକାନରେ ସୁନା ଷ୍ଟକ୍ ଓ ଟ୍ୟାକ୍ସ ପ୍ରଦାନ ଏବଂ ଗ୍ରାହକଙ୍କୁ ବିଲ୍ ଦିଆଯାଉଛି ନା ନାହିଁ, ସେ ସଂପର୍କରେ ସମସ୍ତ ତଥ୍ୟକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି ।
Related posts:
କଟକ ବାଲିଯାତ୍ରାକୁ ମିଳିଲା ‘ଜାତୀୟ ମାନ୍ୟତା’February 6, 2025
୪ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀFebruary 6, 2025
ଆକ୍ସନ ମୋଡରେ ସିଏମଓFebruary 6, 2025
ଟିକେଟ ପାଇଁ ଦଳାଚକଟା, ବାରବାଟୀ କ୍ରିକେଟ ଫିଭରFebruary 5, 2025
ଭିଜିଲାନ୍ସ ପଞ୍ଝାରେ ଜଳସମ୍ପଦ ଅଧିକାରୀFebruary 5, 2025
ଏସ୍ସିବିରେ ହେବ ବୃହତ୍ ଟ୍ରମା ସେଣ୍ଟରFebruary 4, 2025