ବେକାର ଯୁବକଙ୍କୁ ମିଳିବ ବେକାରୀ ଭତ୍ତା
ବେକାର ଯୁବକଙ୍କୁ ବେକାରୀ ଭତ୍ତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ । ବେକାର ଯୁବକମାନେ ଆସନ୍ତା ଆର୍ଥିକ ବର୍ଷରୁ ଏହି ଭତ୍ତା ପାଇବେ। ଭତ୍ତା ରାଶି ସମ୍ପର୍କରେ ମୁଖ୍ୟମନ୍ତ୍ରୀ କୌଣସି ସୂଚନା ଦେଇନାହାନ୍ତି।
ବର୍ଷର ଶେଷ ନଭେମ୍ବର ମାସରେ ନିର୍ବାଚନ ହେବ ବୋଲି ଆଶା କରାଯାଉଛି। ରାଜ୍ୟ ସରକାର ଦେଇଥିବା ଏହି ଘୋଷଣା ରାଜ୍ୟର ବେକାର ଯୁବକମାନଙ୍କୁ କିଛି ମାତ୍ରାରେ ଆରାମ ଦେବ କେତେ ଟଙ୍କା ଭତ୍ତା ପାଇବେ ତାହା ବଜେଟରେ ଘୋଷଣା କରାଯିବ।
ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଗୁରୁବାର ଏହି ବିଷୟରେ ଟୁଇଟ୍ କରିଛନ୍ତି। ଏହି ଟୁଇଟରେ ବାଘେଲ ଲେଖିଛନ୍ତି ଯେ, ମୁଁ ଆସନ୍ତା ଆର୍ଥିକ ବର୍ଷରୁ ରାଜ୍ୟର ବେରୋଜଗାର ଯୁବକ ମାନଙ୍କ ପାଇଁ ପ୍ରତି ମାସରେ ବେକାରୀ ଭତ୍ତା ଘୋଷଣା କରୁଛି।
Related posts:
ମେଡାଲ ଫେରାଇବେ ମନୁ ଭାକର !January 15, 2025
ପଶିଆସିଲା କୁକୁର, ଦୁର୍ଘଟଣାର ସମ୍ମୁଖୀନ ହେଲେ କର୍ଣ୍ଣାଟକ ମନ୍ତ୍ରୀJanuary 14, 2025
ମେଳା ଆୟୋଜନ ପାଇଁ ୟୁପି ସରକାର ୭ ହଜାର କୋଟି ଟଙ୍କା ବଜେଟ୍January 13, 2025
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ନିଜ ନିର୍ବାଚନୀ ଖର୍ଚ୍ଚ ପାଇଁ ପାଣ୍ଠି ସଂଗ୍ରହ ଅଭିଯାନJanuary 13, 2025
ଯୁବକଯୁବତୀଙ୍କୁ ପ୍ରତିମାସରେ ମିଳିବ ୮୫୦୦ ଟଙ୍କାJanuary 12, 2025
ଆସାମରେ ୧୦ ମାସର ଶିଶୁ HMPV ଭାଇରସରେ ଆକ୍ରାନ୍ତJanuary 11, 2025