ଭିଜିଲାନ୍ସ ଜାଲରେ ବରିଷ୍ଠ ଲାବୋରଟୋରୀ ଟେକ୍ନିସିଆନ୍
୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ବରିଷ୍ଠ ଲାବୋରଟୋରୀ ଟେକ୍ନିସିଆନ୍ । ଧରିଲା ଭିଜିଲାନ୍ସ ଟିମ୍। ସୁବର୍ଣ୍ଣପୁର ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବରିଷ୍ଠ ଲାବ୍ରେଟୋରୀ ଟେକ୍ନିସିଆନ୍ ଅକ୍ଷୟ କୁମାର ପଟ୍ଟନାୟକ। ମେଡିକାଲ ପରୀକ୍ଷା ରିପୋର୍ଟ ଦେବା ପାଇଁ ନେଉଥିଲେ ଲାଞ୍ଚ।
ସରକାରଙ୍କ ପକ୍ଷରୁ ମାଗଣାରେ ଯୋଗାଇ ଦିଆଯାଉଛି ଟେଷ୍ଟ ରିପୋର୍ଟ। କିନ୍ତୁ ଅକ୍ଷୟ ପଟ୍ଟନାୟକ ଜଣଙ୍କ ପିଛା ୧୫୦ ଟଙ୍କା ନେଉଥିଲେ।
୬୦ଜଣ ଗରିବ ଗ୍ରାମବାସୀଙ୍କଠାରୁ ନେଉଥିଲେ ଏହି ଲାଞ୍ଚ। ଟ୍ରାପ୍ ପରେ ଦୁଇଟି ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ।
Related posts:
ନବୀନଙ୍କ ବଡ଼ ପ୍ରତିକ୍ରିୟା: ବିଜେଡି ରାଜ୍ୟର ସ୍ବାର୍ଥ ପାଇଁ ଲଢ଼େଇ କରୁଥିଲାDecember 6, 2024
ଭିଜିଲାନ୍ସ ଜାଲରେ ଏସିଏଫ୍December 6, 2024
ଅପହରଣ ପରେ ହତ୍ଯା କଲେ ମାଓବାଦୀDecember 5, 2024
ସର୍ବସାଧାରଣ ସ୍ଥାନରେ ଗୋମାଂସ ବିକ୍ରି ଓ ଖାଇବାରେ କଟକଣାDecember 5, 2024
ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନDecember 5, 2024
ନୌସେନା ଦିବସ ଉଦଘାଟନ କଲେ ରାଷ୍ଟ୍ରପତିDecember 4, 2024