ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ
ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ। ବାଲେଶ୍ବର ପୂର୍ତ୍ତ ବିଭାଗ ୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ସେନାପତିଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଚାଲିଛି। ୪ଜଣ ଡିଏସପି, ୧୦ ସବଇନ୍ସପେକ୍ଟର, ୨ ସବଇନ୍ସପେକ୍ଟର ରେଡ୍ରେ ସାମିଲ ହୋଇଛନ୍ତି।
ପୁରୀ ଜିଲ୍ଲା ଦାମୋଦରପୁର ରୋଡ ହରିଚାନ୍ଦିସାହି ସ୍ଥିତ ପୈତୃକ ଘର, ପୁରୀ ଅନନ୍ୟା ପାମ ବିଚା ଦ୍ବିତୀୟ ମହଲାରେ ଥିବା ଫ୍ଲାଟ ନମ୍ବର ୨୦୬୩, ବାଲେଶ୍ବରସ୍ଥିତ ସରକାରୀ ବାସଭବନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ ଟିମ୍।
Related posts:
ଆଜି ବି ଖାଡ଼ା ଉପାସରେ ମହାପ୍ରଭୁ ଲିଙ୍ଗରାଜJanuary 15, 2025
ବିସ୍କୁଟ ପ୍ୟାକେଟରେ ୪ କୋଟିର ନିଶାJanuary 15, 2025
କେନ୍ଦୁଝର ପାଇଁ ବଡ଼ ଘୋଷଣା , ନିର୍ମାଣ ହେବ ମେଗା ଷ୍ଟିଲ ପ୍ଲାଣ୍ଟJanuary 15, 2025
ଜନସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନJanuary 14, 2025
ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀରJanuary 14, 2025
ଚେତାବନୀ ଦେଲେ ଯୋଗାଣ ଅଧିକାରୀଙ୍କୁJanuary 13, 2025