ଲଞ୍ଚ ହେଲା ଭାରତର ପ୍ରଥମ କୋଭିଡ୍ ନାଜାଲ ଭାକ୍ସନ ଇନକୋଭାକ
ଭାରତର ପ୍ରଥମ କୋଭିଡ ନାଜାଲ ଭାକ୍ସିନ ଇନକୋଭାକ ଲଞ୍ଚ ହେଲା । ଯେଉଁ ବ୍ୟକ୍ତି ପୂର୍ବରୁ ବୁଷ୍ଟର ଡୋଜ୍ ନେଇଛନ୍ତି ସେମାନେ ନାଜାର ଭ୍ୟାକ୍ସିନ ନେଇପାରିବେ ନାହିଁ ।
୧୮ ବର୍ଷରୁ ଅଧିକ ବ୍ୟକ୍ତି ଏହି ନାଜାଲ ଭାକ୍ସିନ ନେଇପାରିବେ । ଇନକୋଭାକକୁ ଲଞ୍ଚ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ।
ଏହି ଟିକା ଡୋଜ୍ ପିଛା ଦର ଘରୋଇ ହସ୍ପିଟାଲରେ ୮୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ସରକାରୀ ହସ୍ପିଟାଲରେ ଡୋଜ୍ ପିଛା ୩୨୫ ଟଙ୍କା ରଖାଯାଇଛି ।
ଲଞ୍ଚ ହେଲା ଭାରତର ପ୍ରଥମ କୋଭିଡ୍ ନାଜାଲ ଭାକ୍ସନ ଇନକୋଭାକ
ଏହି ନାଜାର ଭାକ୍ସିନକୁ ୨୮ ଦିନର ବ୍ୟବଧାନ ମଧ୍ୟରେ ଦୁଇଟି ଡୋଜ୍ ନେଇପାରିବେ ।
Related posts:
ଦୁର୍ଘଟଣାରେ ଜଳିଗଲା ହେଲିକପ୍ଟର; ପାଇଲଟ୍ଙ୍କ ସମେତ ୩ ମୃତOctober 2, 2024
ହସ୍ପିଟାଲରେ ସାଉଥ ସୁପରଷ୍ଟାରOctober 1, 2024
ନିଜ ବନ୍ଧୁକରୁ ଗୁଳି ବାଜିବା ପରେ ହସ୍ପିଟାଲ୍ରେ ଭର୍ତ୍ତି ହେଲେ ଗୋବିନ୍ଦାOctober 1, 2024
ତିରୁପତି ଲଡୁରେ ଗୋଚର୍ବି ମିଶ୍ରଣ ପ୍ରସଙ୍ଗSeptember 30, 2024
ଗଠନ ହେଲା ସଂସଦୀୟ ଷ୍ଟାଣ୍ଡିଂ କମିଟିSeptember 27, 2024
ଏଣିକି ସରୋଗାସୀ ପିତୃତ୍ବର ମିଳିବ ୧୫ ଦିନର ଛୁଟିSeptember 27, 2024