ରାଜ୍ୟ

ସମ୍ବଲପୁର ୟୁନିଭର୍ସିଟି ପାଇଲା ନୂଆ କୁଳପତି

0
(0)

ପ୍ରଫେସର ବିଧୁ ଭୂଷଣ ମିଶ୍ର ହେଲେ ସମ୍ବଲପୁର ୟୁନିଭର୍ସିଟିର ନୂଆ କୁଳପତି । ୪ବର୍ଷ ପାଇଁ କୁଳପତି ଦାୟିତ୍ବ ତୁଲାଇବେ ପ୍ରଫେସର ମିଶ୍ର । ଉତ୍କଳ ବିଶ୍ବବିଦ୍ୟାଳୟ ବାଣିଜ୍ୟ ବିଭାଗର ପୂର୍ବତନ ପ୍ରଫେସର ହେଉଛନ୍ତି ବିଧୁ ଭୂଷଣ ।

ପ୍ରଫେସର ମିଶ୍ରଙ୍କର ଅଧ୍ୟାପନା କ୍ଷେତ୍ରରେ ୩୪ବର୍ଷର ଅଭିଜ୍ଞତା ରହିଛି । ଜଣେ ଡିଲିଟ୍, ୩୯ପିଏଚଡି ଓ ୩ଏମଫିଲ ସ୍କଲାରଙ୍କୁ ଗାଇଡ୍ କରିଛନ୍ତି ବିଧୁ ଭୂଷଣ ।

ତାଙ୍କର ୯ଟି ପୁସ୍ତକ ସହ ଶତାଧିକ ଲେଖା ପ୍ରକାଶିତ ହୋଇଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply