ସେଲଫି ନେବାକୁ ମନା କରିବାରୁ ପୃଥ୍ୱୀ ସ’ଙ୍କୁ ଆକ୍ରମଣ
ଟିମ୍ ଇଣ୍ଡିଆର ଯୁବ କ୍ରିକେଟର ପୃଥ୍ୱୀ ସ ଏବଂ ତାଙ୍କ ବନ୍ଧୁଙ୍କ ଉପରେ ବେସବଲ୍ ଷ୍ଟିକ୍ ଜରିଆରେ ଆକ୍ରମଣ ହେବା ସହିତ ତାଙ୍କ କାରକୁ ମଧ୍ୟ ଭାଙ୍ଗିଦିଆଯାଇଛି ।
ପୃଥ୍ୱୀ ସ’ ୨ ଜଣ ଲୋକଙ୍କ ସହ ସେଲଫି ନେଇଥିଲେ । ଏହାପରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ମଧ୍ୟ ତାଙ୍କ ସହ ସେଲଫି ନେବାକୁ କହିଥିଲେ ।
ହେଲେ ପୃଥ୍ୱୀ ସ କିନ୍ତୁ ସେଲଫି ନେବାକୁ ମନା କରିଦେଇଥିଲେ । ତେବେ ଏହାପରେ ପୃଥ୍ୱୀ ସ ଏବଂ ତାଙ୍କ ବନ୍ଧୁ ସୁରେନ୍ଦ୍ର ଯାଦବଙ୍କ ଉପରେ ଆକ୍ରମଣ ହୋଇଥିଲା ।
ଅଭିଯୁକ୍ତମାନେ ତାଙ୍କର ପିଛା କରିବା ସହ ତାଙ୍କୁ ଧମକ ବି ଦେଇଥିଲେ ।
Related posts:
ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ ଜିତିଲା ଭାରତFebruary 7, 2025
ବାରବାଟୀ ମ୍ୟାଚ : ଦର୍ଶକଙ୍କ ପାଇଁ ପାଞ୍ଚଟି ସ୍ଥାନରେ ହେବ ପାର୍କିଂ ବ୍ୟବସ୍ଥାFebruary 4, 2025
୨ରେ ଅନଲାଇନ୍, ୫ ଓ ୬ରେ କାଉଣ୍ଟରରେ ବିକ୍ରି ହେବ ଟିକେଟ୍January 24, 2025
୪ ଖେଳାଳିଙ୍କୁ ମିଳିଲା ଖେଳରତ୍ନ ପୁରସ୍କାରJanuary 17, 2025
ପଙ୍କଜ ହେବେ ସ୍ଥାୟୀ ସଭାପତିJanuary 16, 2025
୪ ଭାରତୀୟଙ୍କୁ ଖେଳରତ୍ନJanuary 2, 2025