ହସ୍ପିଟାଲରେ ଭର୍ତ୍ତି ସୈଫ୍ ଅଲି ଖାନ୍
ମୁମ୍ବାଇ କେକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବଲିଉଡର ନବାବ୍ ଭାବେ ଜଣା ସୈଫ୍ ଅଲ୍ଲି ଖାନ୍ । ସେଠାରେ ତାଙ୍କର ସର୍ଜରୀ ହୋଇଛି । ଏବେ ତାଙ୍କ ସ୍ୱାସ୍ଥ୍ରାବସ୍ଥା ଭଲ ଥିବା ଜଣାପଡିଛି ।
ତେବେ ଫିଲ୍ମ ସୁଟିଂରେ ଅନେକ ଥର ଆହତ ହୋଇ ସୈଫଙ୍କୁ ଅସ୍ତ୍ରୋପଚାର କରାଇବାକୁ ପଡିଛି ।
ତାଙ୍କ ପାଖରେ ଅଭିନେତ୍ରୀ ତଥା ତାଙ୍କ ପତ୍ନୀ କରୀନା କପୁର ମଧ୍ୟ ଉପସ୍ଥିତ ଅଛନ୍ତି ।
ଏହି ଖବରରେ ସୈଫଙ୍କ ପ୍ରଶଂସକଙ୍କ ମଧ୍ୟରେ ବ୍ୟସ୍ତତା ଦେଖାଦେଇଛି । ସମସ୍ତେ ତାଙ୍କ ସ୍ୱାସ୍ଥାବସ୍ଥା ଜାଣିବାକୁ ବ୍ୟଗ୍ର ଅଛନ୍ତି । ସୂଚନା ମୁତାବକ, ସୈଫଙ୍କ କାନ୍ଧରେ ଓ ଆଣ୍ଠୁରେ ଫ୍ୟାକଚର ହୋଇଥିଲା । ଆଜି ତାଙ୍କର ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି ।
Related posts:
ପୁଷ୍ପା-୨ ପ୍ରିମିୟରରେ ବଡ଼ ଦଳାଚକଟାDecember 5, 2024
ଅବସର ନେଉ ନାହାଁନ୍ତି ବିକ୍ରାନ୍ତ ମେସି,କହିଲେ ପୋଷ୍ଟକୁ ଭୁଲ ଅର୍ଥରେ ନିଆଯାଇଛିDecember 3, 2024
ପ୍ରକାଶ ପାଇଲା OTET ରେଜଲ୍ଟNovember 22, 2024
ଓଡ଼ିଆ ଫିଲ୍ମ 'ଦମନ' କୁ ମିଳିଲା ଶ୍ରେଷ୍ଠ ଫିଲ୍ମ ପୁରସ୍କାରOctober 8, 2024
ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ସମ୍ମାନSeptember 30, 2024
ଓସ୍କାର ଦୌଡ଼ରେ ହିନ୍ଦୀ ଫିଲ୍ମ ‘ଲାପତା ଲେଡିଜ୍’September 23, 2024