ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ
ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ । କଂଗ୍ରେସ ସଭାପତିଙ୍କୁ ଚିଠି ଲେଖି ପଠାଇଲେ ନିଜର ଇସ୍ତଫା ପତ୍ର । ସେପଟେ ତାଙ୍କ ଇସ୍ତଫା ସଭିଙ୍କୁ ଚକିତ କରିବା ସହିତ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।
ନିଜ ଟ୍ୱିଟର ଆକାଉଣ୍ଟରେ ସେ ଲିଖିଛନ୍ତି ବର୍ତ୍ତମାନ ପରିବର୍ତ୍ତନ ବହୁତ କଠିନ । କିନ୍ତୁ ତୁମେ କେଉଁଠି ରହିଛ ଓ ତୁମର ମୂଲ୍ୟବୋଧ ପ୍ରଶଂସିତ ନୁହେଁ । କଠିନ ହୃଦୟ ସହିତ ମୁଁ ଆଜି INC ରୁ ଇସ୍ତଫା ଦେଇଛି ବୋଲି ନିଜେ ଗଣମାଧ୍ୟମରେ ସୂଚନା ଦେଇଛି ସତ୍ୟ ପ୍ରକାଶ ନାୟକ।
Related posts:
ଜହର ପାଲଟିଛି ଦୟା ନଦୀ !January 21, 2025
ପୋଡ଼ି ଦେଇଥିଲେ ନବଙ୍କ ସାର୍ଟ !January 21, 2025
ଜାଣନ୍ତୁ କାହିଁକି ଗିରଫ ହେଲେ ଏହି ତିନି ଅଭିଯୁକ୍ତJanuary 20, 2025
ପୁଣି ଚର୍ଚ୍ଚାରେ ନବ ଦାସ ହତ୍ୟା ମାମଲାJanuary 20, 2025
ବିବାହ ବନ୍ଧନରେ ଆବଦ୍ଧ ହେଲେ ଜାଭଲିନର ସୁନା ପୁଅ ନୀରଜ ଚୋପ୍ରାJanuary 20, 2025
ଓଡ଼ିଶାରେ ଲିଥିୟମ ଖୋଜୁଛି ଜିଓଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆJanuary 19, 2025