ହିଣ୍ଡନବର୍ଗ ବିରୋଧରେ ମାମଲା ରୁଜୁ କରିବ ଆଦାନୀ ଗ୍ରୁପ୍
ଆମେରିକୀୟ ସର୍ଟ ସେଲିଂ ସଂସ୍ଥା ହିଣ୍ଡନବର୍ଗ ରିପୋର୍ଟ ଦ୍ବାରା ବ୍ୟାପକ କ୍ଷତିର ସମ୍ମୁଖୀନ ହେବା ପରେ ଆମେରିକାରେ ଆଇନଗତ ଲଢେଇ ପାଇଁ ପ୍ରସ୍ତୁତ ହେଉଛି ଆଦାନୀ ଗ୍ରୁପ । ଏଥିପାଇଁ ଆଦାନୀ ଗ୍ରୁପ ଆମେରିକାର ଏକ ଲିଗାଲ ଫାର୍ମକୁ ନିଯୁକ୍ତ କରିଛି ।
ବ୍ରିଟିଶ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ କମ୍ପାନୀ ନ୍ୟୁୟର୍କର ୱାଚଟେଲ ଫାର୍ମକୁ ନିଯୁକ୍ତ କରିଛି । ଓ୍ବାଚଟଲର ବରିଷ୍ଠ ଓକିଲ ଲିପ୍ଟନ, ରୋଜେନ ଓ କାଜ୍ ଆଦାନୀ ପକ୍ଷରୁ ମାମଲା ଲଢିବେ ।
Related posts:
ସ୍ମୃତି ଇରାନୀଙ୍କୁ ମିଳିଲା ବଡ଼ ଦାୟିତ୍ୱSeptember 14, 2024
ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର, ୨ ଯବାନ ସହିଦ୍September 14, 2024
ପୋର୍ଟବ୍ଲେୟାର ହେଲା ‘ଶ୍ରୀ ବିଜୟପୁରମ୍’September 13, 2024
ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ଙ୍କୁ ମିଳିଲା ଜାମିନ୍September 13, 2024
ବରିଷ୍ଠ ସିପିଆଇଏମ ନେତା ସୀତାରାମ ୟେଚୁରୀଙ୍କ ପରଲୋକSeptember 12, 2024
ଜାତୀୟ ରାଜପଥ ଶୁଳ୍କ ନିୟମ ସଂଶୋଧିତSeptember 11, 2024