ସ୍ୱତନ୍ତ୍ର

୧୪ ଘଣ୍ଟା ଅଫିସ୍ ପ୍ରଥମ କାମ କରି ପ୍ରଥମ ଚେଷ୍ଟାରେ IAS

0
(0)

1-୧୪ ଘଣ୍ଟା କାମ କରି ହେଲେ ଓଇଝ
2-ପ୍ରଥମ ପ୍ରୟାସରେ ପରୀକ୍ଷାରେ ଉତ୍ତୀର୍ଣ୍ଣ
3-୨୩ ବର୍ଷ ବୟସରେ ହେଲା ସ୍ୱପ୍ନ ପୁରଣ

କୁହାଯାଏ ନିଜ ସ୍ୱପ୍ନକୁ ପୁରଣ କରିବା ପାଇଁ ଏକାଗ୍ରତା ଓ ଧୌର୍ଯ୍ୟ ନିହାତି ଆବଶ୍ୟକ । ଏହା ହେଉଛି ଅକ୍ଷିତା ଗୁପ୍ତାଙ୍କ କାହାଣୀ, ଯିଏକି ୨୦୨୦ ରେ ୟୁପିଏସସି ପାସ୍ କରି ୬୯ ତମ ମାନ୍ୟତା ପାଇଥିଲେ । ପ୍ରଥମ ପ୍ରୟାସରେ ଅକ୍ଷିତା ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ୟୁପିଏସସି ୨୦୨୦ ରେ ୫୦୦ ମାର୍କ ମଧ୍ୟରୁ ୨୯୯ ପାଇଥିଲେ ।

ଆସନ୍ତୁ ଜାଣିବା ଅକ୍ଷିତାଙ୍କ ପ୍ରେରଣାଦାୟକ କାହାଣୀ ଯିଏ ୨୩ ବର୍ଷ ବୟସରେ ଆଇଏଏସ୍ ହୋଇଥିଲେ । ୟୁପିଏସସି ପରୀକ୍ଷା ପାଇଁ ୧୪ ଘଣ୍ଟା କାମ କରିଥିଲେ । ଅକ୍ଷିତା ଡାକ୍ତରଖାନାରେ ଦିନକୁ ୧୪ ଘଣ୍ଟା କାମ କରିବା ସହିତ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ଯେତେବେଳେ ସେ ବିରତି ପାଇଲେ ସେ ଅଧ୍ୟୟନ କରୁଥିଲେ । ଏକ ଇଚ୍ଛାଧୀନ ବିଷୟ ବାଛିବା ୟୁପିଏସସି ପରୀକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଏହାର ପ୍ରସ୍ତୁତି ପାଇଁ ସେ ଏକ ମାଷ୍ଟର ଟ୍ରିକ୍ ଗ୍ରହଣ କରିଥିଲେ । ସେ ଏପରି ବିଷୟଗୁଡିକ ବାଛିଲେ, ଯାହା ଚିକିତ୍ସା ସହିତ ଜଡିତ ଥିଲା । ଯାହା ଅଧ୍ୟୟନରେ ସାହାଯ୍ୟ କଲା ।ଆଉ ଏହା ପରେ କଠିନ୍ ପରିସ୍ଥିତିରେ ପରୀକ୍ଷା ଦେଇ ସେ ହୋଇଗଲେ ଆଇଏଏସ୍ । ଯାହାକୁ ନେଇ ତାଙ୍କ ପରିବାର ଲୋକ ବେଶ୍ ଉତ୍ସାହିତ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply

Your email address will not be published. Required fields are marked *