୨ ବର୍ଷ ପରେ ଫେସବୁକ୍ ଓ ଇଷ୍ଟାଗ୍ରାମ ଫେରିଲେ ଟ୍ରମ୍ପ୍
୨ ବର୍ଷ ପରେ ଫେସବୁକ୍ ଓ ଇଷ୍ଟାଗ୍ରାମ ଫେରିଲେ ଟ୍ରମ୍ପ୍, ସୂଚନା ଦେଲା ମେଟା ଫେସ୍ବୁକ୍ର ମୂଳ କମ୍ପାନି ମେଟା ଏକ ବ୍ଲକ୍ ପୋଷ୍ଟ୍ ଜରିଆରେ ଏ ସଂପର୍କରେ ସୂଚନା ଦେଇ ଲେଖିଛି ଯେ ‘ଲୋକମାନଙ୍କର ଜାଣିବା ଦରକାର ଯେ ସେମାନଙ୍କ ରାଜନେତା ଭଲ, ଖରାପ, ଅସଙ୍ଗତ କଣ ବାର୍ତ୍ତା ଦେଉଛନ୍ତି। ଏବେ ସର୍ବସାଧାରଣ ସେ କଥାକୁ ଶୁଣିବାକୁ ସମର୍ଥ।’
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସମସ୍ତ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ବ୍ୟାନ୍ ହୋଇ ସାରିଥିବା ବେଳେ କିଛି ଆକାଉଣ୍ଟ୍କୁ ରିଷ୍ଟୋର୍ କରାଯାଇଛି। ଟ୍ରମ୍ପ୍ଙ୍କ ଉଭୟ ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍କୁ ରିଷ୍ଟୋର୍ କରିଛି ମେଟା। ବ୍ୟାନ୍ ହେବାର ପ୍ରାୟ ୨ ବର୍ଷ ପରେ ଟ୍ରମ୍ପ୍ଙ୍କ ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ ରିଷ୍ଟୋର୍ ହୋଇଛି।
Related posts:
ମେଳା ଆୟୋଜନ ପାଇଁ ୟୁପି ସରକାର ୭ ହଜାର କୋଟି ଟଙ୍କା ବଜେଟ୍January 13, 2025
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ନିଜ ନିର୍ବାଚନୀ ଖର୍ଚ୍ଚ ପାଇଁ ପାଣ୍ଠି ସଂଗ୍ରହ ଅଭିଯାନJanuary 13, 2025
ଯୁବକଯୁବତୀଙ୍କୁ ପ୍ରତିମାସରେ ମିଳିବ ୮୫୦୦ ଟଙ୍କାJanuary 12, 2025
ଆସାମରେ ୧୦ ମାସର ଶିଶୁ HMPV ଭାଇରସରେ ଆକ୍ରାନ୍ତJanuary 11, 2025
ଦ୍ବିତୀୟ ପର୍ଯ୍ୟାଟ ଟିକେଟ୍ ଘୋଷଣା ଲାଗି ବିଜେପିର କସରତJanuary 11, 2025
ପଦ୍ମ କ୍ୟାମ୍ପ୍ରେ ରଘୁବର ଦାସJanuary 10, 2025