ରାଜ୍ୟ

୪୮ଘଣ୍ଟା ଭିତରେ ନିଲମ୍ବିତ ହେବେ ୬ବନ କର୍ମଚାରୀ

0
(0)

ଆଠଗଡ ବନ ବିଭାଗ ହେପାଜତରେ ଧନେଶ୍ୱରଙ୍କ ମୃତ୍ୟୁ ମାମଲା । ରେଞ୍ଜରଙ୍କୁ ଛାଡି ଅନ୍ୟ ଅଭିଯୁକ୍ତଙ୍କୁ ଡିଏଫଓ ନିଲମ୍ବିତ କରିବେ । ରେଞ୍ଜରଙ୍କୁ ନିଲମ୍ବନ ପାଇଁ ଡିଏଫଓ ସୁପାରିଶ କରିବେ ।

ଗିରଫ ହୋଇଥିବା ବନ ବିଭାଗର ୬ଜଣ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଗିରଫର ୪୮ଘଣ୍ଟାରେ କର୍ମଚାରୀମାନେ ନିଲମ୍ବିତ ହେବେ । ଏ ନେଇ ପିସିସିଏଫ୍ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଅନ୍ୟ ୮ଜଣଙ୍କୁ ବ୍ୟକ୍ତିଗତ ମୁଚାଳିକାରେ ପୁଲିସ ଛାଡିଛି । ଆବଶ୍ୟକ ପଡିଲେ ଯେ କୌଣସି ସମୟରେ ସେମାନେ ପୁଲିସ ନିକଟରେ ହାଜର ହୋଇ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବେ ବୋଲି କୁହାଯାଇଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply