4 ଦିନରେ 50 କୋଟି ବ୍ୟବସାୟ
ବକ୍ସ ଅଫିସରେ ରେକର୍ଡ କରୁଛି କରଣ ଜୋହରଙ୍କ ନିର୍ଦ୍ଦେଶିତ ରକି ଓୌର ରାନୀ କି ପ୍ରେମ କାହାନୀ । ୪ ଦିନ ଭିତରେ କମେଇଲାଣି ୫୦ କୋଟି ।ଫିଲ୍ମରେ ରଣବୀର ସିଂ ଓ ଆଲିଆ ଭଟ୍ଟଙ୍କ ଦମଦାର କେମେଷ୍ଟ୍ରି ଦେଖିବାକୁ ମିଳିଛି । ଧର୍ମେନ୍ଦ୍ର, ଜୟା ବଚ୍ଚନ, ଶବାନା ଆଜମୀଙ୍କ ଭଳି ନାମିଦାମୀ ଆକ୍ଟର ଫିଲ୍ମରେ ନଜର ଆସିଛନ୍ତି ।’ରକି ଔର ରାନୀ କି ପ୍ରେମ କାହାନୀ’ ଫିଲ୍ମ ପ୍ରାୟ ୩୨୦୦ରୁ ଅଧିକ ପରଦାରେ ରିଲିଜ ହୋଇଛି ।ଫିଲ୍ମକୁ ଦର୍ଶକ ପସନ୍ଦ ମଧ୍ୟ କରୁଛନ୍ତି ।
