ବସ୍କୁ ଧକ୍କା ଦେଲା ଟ୍ରକ୍ ,୫ ମୃତ
ବସ୍କୁ ଧକ୍କା ଦେଲା ଟ୍ରକ୍। ୫ ମୃତ, ୧୨ ଗୁରୁତର । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା କେ.ବଲାଙ୍ଗ ୫୨୦ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାଉରକେଲାରୁ ଆସୁଥିବା ବେଳେ ବସ୍ଟି ଟ୍ରକ୍ ସହ ଧକ୍କା ହୋଇଛି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
