ସରକାରୀ କାର୍ଯ୍ୟାଳୟରୁ ହଟିବ 5T ମୋ ସରକାର ବୋର୍ଡ
ଆସିଲା ନୂଆ ସରକାର ରାଜ୍ୟରୁ ହଟିଲା ୫-ଟି । ଓଡ଼ିଶାରେ ନୂଆ ସରକାର ଗଠନ ପରେ ରାଜ୍ୟରୁ ୫ଟି ବ୍ୟବସ୍ଥା ଉଚ୍ଛେଦ କରାଯାଇଛି । ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ପରିସରରେ ଥିବା 5T ମୋ ସରକାର ବୋର୍ଡ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏପରିକି ନିଜ ସୋସିଆଲ ମିଡିଆ ଏକ୍ସର ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଏବଂ ତୀବ୍ରତା ଆଣିବାକୁ ପଞ୍ଚମ ପାଳିରେ ନବୀନ ସରକାର ଏହି ବ୍ୟବସ୍ଥା ଆଣିଥିଲେ । ଟ୍ରାନ୍ସପରେନ୍ସିଂ, ଟେକ୍ନୋଲୋଜି, ଟିମ୍ ୱାର୍କ, ଟାଇମ୍ ଏବଂ ଟ୍ରାନ୍ସଫର୍ମେସନ୍ ଥିଲା ଏହି ୫ଟି ର ସଂକଳ୍ପ । ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ, ବିଜେପି ସରକାର ଏହି ୫ଟି ବ୍ୟବସ୍ଥାକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି ।
Related posts:
ପୋଷ୍ଟିଂ ପାଇଁ ଚାପ ପକାଇଲେ ହେବ କଡ଼ା ଆକ୍ସନNovember 11, 2024
ମହିଳା ସରକାରୀ କର୍ମଚାରୀଙ୍କୁ ମିଳିବ ଅତିରିକ୍ତ ୧୨ଦିନ ଛୁଟିNovember 11, 2024
ବଦଳିଲା ଧ୍ଵଜା ବନ୍ଧା ନୀତି ସମୟNovember 11, 2024
ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମିନତି ବେହେରାNovember 11, 2024
ମହିମା ଧ୍ୱନି ରେ ପ୍ରକମ୍ପିତ ହେଲା ତପୋବନNovember 11, 2024
ବଦଳିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନ ନର୍ସଙ୍କ ଡ୍ରେସ କୋଡ୍November 11, 2024